ପଶ୍ଚିମା ଝଡ଼ର ପ୍ରଭାବ: ବଢ଼ିବ ରାତି ତାପମାତ୍ରା, କମିବ ଶୀତ
ପଶ୍ଚିମା ଝଡ଼ର ପ୍ରଭାବ । ବଢ଼ିବ ରାତି ତାପମାତ୍ରା, କମିବ ଶୀତ । ଦୁଇ ଦିନ ପରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ିବ । ୧୯ ତାରିଖରେ ପୁଣି ପଶ୍ଚିମା ଝଡ଼ ସକ୍ରିୟ ହେବ । ଫଳରେ ତାପମାତ୍ରା ଆହୁରି ବଢିବ । ୫ ଦିନ ଯାଏ ଉତ୍ତର ଉପକୂଳ…
