Odia News Portal
Browsing Tag

swadhikar

ଆମେରିକାରେ ବଢ଼ୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ: କରୋନା ମହାମାରୀ ସମଗ୍ର ବିଶ୍ଵରେ ତାଣ୍ଡବ ରଚିଥିବାବେଳେ ଗତ କିଛି ଦିନ ହେବ ଶକ୍ତିଶାଳୀ ଆମେରିକାରେ ଏହା ପୁଣିଥରେ ମୁଣ୍ଡ ଟେକିଥିବା ଖବର ଶୁଣିବାକୁ ମିଳୁଛି। ଏହି କାରଣରୁ ଏବେ ଆମେରିକାରେ ଟିକାକରଣକୁ ଜୋରଦାର କରାଯାଇଛି। ରିପୋର୍ଟ ଅନୁଯାୟୀ ଏଯାବତ୍ ଆମେରିକାର ୭୦ ପ୍ରତିଶତ…

ଶିକ୍ଷାନୁଷ୍ଠାନ ଓ ଘରୋଇ ବସର ଟିକସ ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମୋଟର ଯାନ ଟିକସ ଛାଡ଼ କଲେ ରାଜ୍ୟ ସରକାର। ଘରୋଇ ବସ୍ ଏବଂ ଶିକ୍ଷାନୁଷ୍ଠାନ ବସ୍ ଗୁଡ଼ିକର ଟିକସ ଛାଡ଼ କରାଯାଇଛି। ଅଗଷ୍ଟ ଓ ସେପ୍ଟେମ୍ବର ମାସ ପାଇଁ ଟିକସ ଦେବେନି ବସ୍ ମାଲିକ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କଲା ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ। ଲକ୍ଡାଉନ ପାଇଁ ବସ୍…

ପୂଜାକୁ ହଁ, ଶ୍ରଦ୍ଧାଳୁଙ୍କୁ ନା

ଭୁବନେଶ୍ୱର: ଏଥର ବି ବିନା ଭକ୍ତରେ ହେବ ପାର୍ବଣ ପୂଜା। ପାର୍ବଣ ପୂଜାକୁ ନେଇ ଜାରି ହେଲା ନୂଆ ଗାଇଡଲାଇନ୍। ପାର୍ବଣ ଋତୁ ପାଇଁ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର। ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ପାଇଁ ଗାଇଡଲାଇନ୍ ଜାରି ହୋଇଛି। ମହାମାରୀ କରୋନା ପାଇଁ ଏଥର ବି…

ଭାଇ ସାମନାରେ ଉଭଣୀକୁ ଦୁଷ୍କର୍ମ କଲା ଦୁର୍ବୃତ୍ତ

ଜୟପୁର: ଥମିବାର ନାଁ ଧରୁନି ଲଜ୍ଜା । ଭାଇକୁ ତାଲା ପକାଇ ଭଉଣୀକୁ ଦୁଷ୍କର୍ମ କଲା ଅଭିଯୁକ୍ତ । ରାଜସ୍ଥାନ ଚିଡ଼ାୱା ପୋଲିସ ଷ୍ଟେସନ ଅଞ୍ଚଳରୁ ଆସିଛି ଏଭଳି ଖବର । ଘରେ କେହି ନଥିବାର ସୁଯୋଗ ନେଇ ସରୋଜ ନାମକ ଜଣେ ଯୁବକ ୧୪ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରୁଥିଲା । ଚିତ୍କାର ଶୁଣି…

ଆଜିଠୁ ଖୋଲିଲା ଖୋର୍ଦ୍ଧା ଜିଲ୍ଲାର ଧର୍ମାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ କମୁଥିବା ବେଳେ ରାଜ୍ୟରେ ଆରମ୍ଭ ହୋଇଛି ଅନଲକ୍ ପର୍ଯ୍ୟାୟ । କଟକଣା କୋହଳ ହେବା ସହିତ ଧିରେ ଧିରେ ପୁଣି ସବୁ କିଛି ପୂର୍ବ ସ୍ଥିତିକୁ ଫେରୁଛି । ଅନ୍ୟପଟେ ଦୀର୍ଘ ଦିନର ଅପେକ୍ଷା ପରେ ଏବେ ଭକ୍ତ ଓ ଭଗବାନଙ୍କ ମିଳନ ହେବାକୁ…

ଚାଷୀଙ୍କ ଖାତାକୁ ଆସିଲା କିଶାନ ସମ୍ମାନ ନିଧି ଯୋଜନାର ନବମ କିସ୍ତି ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରଧାନମନ୍ତ୍ରୀ କିସନ ସମ୍ମାନ ନିଧି (ପିଏମ-କିସାନ) ଯୋଜନା ଅଧୀନରେ କୃଷକମାନଙ୍କୁ ନବମ କିସ୍ତି ପ୍ରଦାନ କରିଛନ୍ତି। ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏଁ ପଠାଯାଇଛି। ଏଥର ୯.୭୫ କୋଟିରୁ ଅଧିକ କୃଷକ ପରିବାର ଏହାର ଲାଭ…

କୋଟିଏ ଟଙ୍କାର ଧଳାଜହର ଜବତ

କଟକ: କଟକରୁ ପୁଣି ଧଳା ଜହର ଜବତ। କଟକରୁ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ବ୍ରାଉନସୁଗାର ଜବତ ହୋଇଛି। ସ୍ପେଶାଲ ସ୍କ୍ଵାଡ୍ ଓ ଲାଲବାଗ ଥାନା ପୋଲିସ ମିଳିତ ଅପରେସନରେ ଏହି ବ୍ରାଉନସୁଗାର ଜବତ ହୋଇଛି। ବ୍ରାଉନସୁଗାର କାରବାର ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଏନେଇ ପ୍ରେସ୍ ମିଟ୍ କରି…

ପରଲୋକରେ ବିଶିଷ୍ଟ ରାଜନୀତି ସମୀକ୍ଷକ ସୁଧାଂଶୁ ତ୍ରିପାଠୀ

ଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ତଥା ରାଜନୈତିକ ସମୀକ୍ଷକ ସୁଧାଂଶୁ କୁମାର ତ୍ରିପାଠୀଙ୍କ ପରଲୋକ। ଗତ ଶନିବାର ମଧ୍ୟାହ୍ନରେ ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ସେ ଚିକିତ୍ସାଧୀନ ଥିବାବେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ୪ ବର୍ଷ ହେଲା…

ଟଙ୍କା ପାଇଁ ବାପାକୁ ମାରିଲା ପୁଅ

ଗଞ୍ଜାମ: କଥାରେ ଅଛି ପୁଅଟିଏ ଜନ୍ମ କଲେ ଶହେ ଜନ୍ମର ପୂଣ୍ୟ ମିଳିଥାଏ । ଶେଷ ସମୟରେ ପୁଅ ସାହା ହେବ । ଏଥିଲାଗି ସବୁ ବାପା ମା ପୁଅ ଲାଗି ଲାଗି କେତେ ଓଷା ଉପବାସ କରିଥାନ୍ତି । କିନ୍ତୁ ଏମିତି କିଛି ଅଯୋଗ୍ୟ ଅଛନ୍ତି ଯେଉଁମାନେ କି ବାପାଙ୍କ ଜୀବନ ନେବାକୁ ମଧ୍ୟ ପଛାଇନାହାନ୍ତି । ସାମାନ୍ୟ…

କରୋନା ଯୁଦ୍ଧରେ ହାରିଗଲେ ଯୁବ ସମାଜସେବୀ

ଢ଼େଙ୍କାନାଳ: ମହାମାରୀ ସମୟରେ ଲୋକଙ୍କ ପାଖକୁ ଯାଉଥିଲେ । ସଚେତନତା କରାଇବା ସହ ବିଭିନ୍ନ ଖାଦ୍ୟ ପଦାର୍ଥ ବାଣ୍ଟୁଥିଲେ । କିନ୍ତୁ ଶେଷରେ କରୋନା ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା । ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବିଛାଖଣ୍ଡି ଗାଁର ଯୁବ ସମାଜସେବୀ ଲାଲିପ କୁମାର ବେହେରାଙ୍କ ଦେହାନ୍ତ…