କରୁଣା ସମ୍ପର୍କରେ ସାଇ କଣ କହିଛନ୍ତି
ଭୁବନେଶ୍ୱର: ସାଇ କରୁଣାର ମୂର୍ତ୍ତିମନ୍ତ ପ୍ରତୀକ । ଜଗତର ସମସ୍ତ ମନୁଷ୍ୟ ଓ ପ୍ରାଣୀଙ୍କ ପ୍ରତି ତାଙ୍କର ପ୍ରେମର ଧାରା ସମଧାରାରେ ଉନ୍ମୁକ୍ତ ଥିଲା । ସେ ଥିଲେ ସର୍ବଜୀବ ପ୍ରେମର ପ୍ରବକ୍ତା । ସମସ୍ତଙ୍କ ମଧ୍ୟରେ ସେ ଇଶ୍ୱରଙ୍କୁ ଦର୍ଶନ କରୁଥିଲେ । ସମସ୍ତଙ୍କୁ ସେ ବିରୁଦ୍ଧ ଚିତ୍ତରେ ଭଲ!-->…
