ଶିମିଳିପାଳରେ ବଢ଼ିଲା କୁମ୍ଭୀର ସଂଖ୍ୟା, ୮୪କୁ ପାଇଛି ବୃଦ୍ଧି
ଶିମିଳିପାଳରେ ବଢ଼ିଲା କୁମ୍ଭୀର ସଂଖ୍ୟା । ୮୪କୁ ବୃଦ୍ଧି ପାଇଛି କୁମ୍ଭୀରଙ୍କ ସଂଖ୍ୟା । ଗତବର୍ଷ ତୁଳନାରେ ୩ଟି ବଢିଛନ୍ତି । ପଶ୍ଚିମ ଦେଓ ନଦୀରେ ସର୍ବାଧିକ ୬୦ କୁମ୍ଭୀର ଅଛନ୍ତି । ଜାନୁଆରୀ ୬ରୁ ୮ତାରିଖ ପର୍ଯ୍ୟନ୍ତ ତିନି ଦିନିଆ କୁମ୍ଭୀର ଗଣନା ରିପୋର୍ଟ ଆସିବା ପରେ ସୂଚନା ଦେଇଛନ୍ତି…
