Odia News Portal
Browsing Tag

swadhikar

ଅଲିମ୍ପିକ୍ସରେ ଚମକିଲେ ଭବାନୀ ଦେବୀ

ଅଲିମ୍ପିକ୍ସର ଚତୁର୍ଥ ଦିନରେ ଚମକିଛନ୍ତି ଭାରତର ପ୍ରଥମ ଫେନସର ଭବାନୀ ଦେବୀ । ବିଜୟ ସହ ଟେବୁଲ ଅଫ୍ ୩୨ରେ ପହଞ୍ଚିଛନ୍ତି ଭବାନୀ । ଟେବୁଲ ଟେନିସ ତୃତୀୟ ରାଉଣ୍ଡରେ ବିଜୟୀ ହୋଇଛନ୍ତି ଶରତ କମଲ । ସେହିପରି ଅତନୁ ଦାସ, ପ୍ରବୀଣ ଯାଦବ ଓ ତରୁଣଦୀପ ରାୟଙ୍କୁ ନେଇ ଭାରତୀୟ ପୁରୁଷ ତୀରନ୍ଦାଜ ଦଳ…

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୁଜଳ ଯୋଜନା ମାଧ୍ୟମରେ ପୁରୀ ବାସୀଙ୍କୁ ଜଳ ଯୋଗାଇବାକୁ ଯୋଜନା କରିଛନ୍ତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ପୁରୀରେ ‘ସୁଜଳ’ ବା ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍‌’ ମିସନର ଶୁଭାରମ୍ଭ କରିଛନ୍ତି । ଏହା ସହିତ, ପୁରୀ ଆଇଏସ ୧୦୫୦୦ ଭାରତୀୟ ମାନକ ଅନୁସାରେ ସପ୍ତାହର ସମସ୍ତ ଦିନ ଚବିଶ ଘଣ୍ଟିଆ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ’ ମାନର ପାନୀୟ ଜଳ ପାଇବାରେ…

୨୮ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ ବର୍ଷା ହୋଇପାରେ । ୨୮ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହାର ପ୍ରଭାବରେ ୨୭ରୁ ୨୯ ତାରିଖ ମଧ୍ୟରେ ରାଜ୍ୟରେ ଭଲ ବର୍ଷା ହେବ । ଲଘୁଚାପ ପ୍ରଭାବରେ ୨୭ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ…

ଦେଶ ପାଳୁଛି କାରଗିଲ ବିଜୟ ଦିବସ

ଆଜି କାର୍ଗିଲ ବିଜୟ ଦିବସ । ଦେଶ ଆଜି ୨୨ ତମ କାର୍ଗିଲ ବିଜୟ ଦିବସ ପାଳନ କରୁଛି  । ଏହି ଅବସରରେ ଆଜି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସଂ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦିଲ୍ଲୀରେ ନେସନାଲ ୱାର ମେମୋରିଆଲରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ତିନି ସେନା…

ତୀରନ୍ଦାଜରେ ଭାରତର ଦମଦାର ପ୍ରଦର୍ଶନ

ତୀରନ୍ଦାଜୀରେ ଭାରତୀୟ ପୁରୁଷ ଟିମର ଉଚ୍ଚକୋଟିର ପ୍ରଦର୍ଶନ । ଟୋକିଓ ଅଲିମ୍ପିକ୍ସର ୪ର୍ଥ ଦିନରେ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି ପୁରୁଷ ଟିମ୍ । ଭାରତୀୟ ପୁରୁଷ ତୀରନ୍ଦାଜୀ ଟିମ ପ୍ରି-କ୍ୱାର୍ଟରରେ ଭଲ ପ୍ରଦର୍ଶନ କରିଛି । ଟିମ ପ୍ରଥମ ୨ଟି ସେଟ ନିଜର ନାଁରେ କରିଥିଲା । ମାତ୍ର ୩ୟ ସେଟରେ…

ନଜର ପକାନ୍ତୁ ଆଜିର ମୁଖ୍ଯ ଖବର ଉପରେ…

୧-ଆଜିଠୁ ଖୋଲିବ ସ୍କୁଲ ଓ ହଷ୍ଟେଲ: ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଆରମ୍ଭ ହେବ ପାଠପଢ଼ା, ସକାଳ ୧୦ଟାରୁ ଦିନ ସାଢ଼େ୧ଟା ଯାଏଁ ଚାଲିବ କ୍ଲାସ୍ । ୨-IPL ରିଟର୍ଣ୍ଣସ୍ : ଦୁବାଇରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଆରମ୍ଭ ହେବ ଆଇପିଏଲର ଅବଶିଷ୍ଟ ମ୍ୟାଚ୍। …

ଗଛକଟାରୁ ଗୋଷ୍ଠୀ ସଂଘର୍ଷ

ବାଲେଶ୍ୱର: ବାଲିଆପାଳ ଥାନା ଅନ୍ତର୍ଗତ ଜାମୁକୁଣ୍ଡା ପଂଚାୟତ ସାନତାଳପଦା ଗ୍ରାମ ରେ ଗଛ କଟାକୁ କେନ୍ଦ୍ର କରି ଜାୟନିକ ଯୁକକଙ୍କୁ ସାଙ୍ଗବଧ ଭାବେ ଆକ୍ରମଣ । ସୂଚନାଯୁଗ୍ୟ ସାନତାଳପଦା ଗ୍ରାମର ଜଳଧର ଜେନାଙ୍କ ପୁଅ ଜୟନ୍ତ ଜେନାଙ୍କୁ ସଙ୍ଗବଧ ଭାବେ ଆକ୍ରମଣ ତାଙ୍କ ଘର ପାଖରେ ଥିବା ଅନିଲ…

ଦୁନିଆରେ ଏମିତି ଏକ ସ୍ଥାନ ରହିଛି ଯେଉଁଠାରେ କାମ କରେନି କୌଣସି ବୈଦୁତିକ ଉପକରଣ

ଭୁବନେଶ୍ୱର: ଦୁନିଆରେ ଏପରି ବହୁ ସ୍ଥାନ ରହିଛି , ଯାହା ନିଜର ବିଶେଷତ୍ୱ କାରଣରୁ ଖୁବ ପ୍ରସିଦ୍ଧ। ସେଭଳି ହିଁ ଏକ ସ୍ଥାନ ମେକ୍ସିକୋ ସହରରେ ରହିଛି। ଯାହାକୁ ‘ଜୋନ ଅଫ ସାଇଲେନ୍ସ’ (ନୀରବତାଅଞ୍ଚଳ) ନାମରେ ଜଣା ଶୁଣା। ଏହି ସ୍ଥାନ ସ୍ୱତନ୍ତ୍ର। ଯାହା ବିଷୟରେ ଜାଣି ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ…

ସାମ୍ବିଧାନିକ ଅନୁଷ୍ଠାନକୁ ବିଜେପିର ଅପମାନ ଦୁର୍ଭାଗ୍ୟଜନକ:ବିଜେଡି

ଭୁବନେଶ୍ୱର: ବିଜେପିକୁ ଟାର୍ଗେଟ କଲା ବିଜେଡି । ରାଜ୍ୟ ନିର୍ବାଚନ କମିଶନ ଭଳି ଏକ ସାମ୍ବିଧାନିକ ପଦ ମର୍ଯ୍ୟାଦା ଥିବା ଅନୁଷ୍ଠାନକୁ ଓଡିଶା ବିଜେପି ଅସମ୍ମାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ବିଜେପିର ଏଭଳି ମନ୍ତବ୍ୟ ଯୋଗୁଁ ଆଜି ଆଉଥରେ ଓଡିଶାବାସୀଙ୍କ ସମ୍ମୁଖରେ ଲୋକହସା…

ଲ୍ୟାଣ୍ଡମାର୍କ ଫେଜ୍‌-୨ ଫ୍ଲାଟ ମାଲିକ ସଂଘ ପକ୍ଷରୁ ‘ସବୁଜ ଦିବସ’ ପାଳିତ

ଭୁବନେଶ୍ୱର: ବୃକ୍ଷ ହିଁ ଜୀବନ । ସୁସ୍ଥ ପରିବେଶ ମଣିଷକୁ ସୁସ୍ଥ ରହିଥାଏ । ଯାହାକୁ ଆଧାର କରି ରାଜଧାନୀସ୍ଥିତ ଲ୍ୟାଣ୍ଡମାର୍କ ଫେଜ୍‌-୨ ଫ୍ଲାଟ ମାଲିକ ସଂଘ ପକ୍ଷରୁ ପାଳିତ ହୋଇଛି ସବୁଜ ଦିବସ । ପରିବେଶକୁ ସବୁଜ ସୁନ୍ଦର ଓ ପରିଷ୍କାର ରଖିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ । କରୋନା କାଳରେ ଲୋକେ…