Odia News Portal
Browsing Tag

swadhikar

ବର୍ଷା ନେଇ ରେଡ୍ ଆଲର୍ଟ ! କେଉଁ ଜିଲ୍ଲାକୁ ବର୍ଷା ବିପଦ

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । କେନ୍ଦୁଝର ଓ ମୟୂରଭଞ୍ଜକୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଯାଏଁ ଏହି ୨ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତର ପୂର୍ବାନୁମାନ

ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ : ୭୨ ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ

ଏମ୍‌ସରେ ଚିକିତ୍ସାଧୀନ ଥିବା ଫକୀରମୋହନ କଲେଜ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି । ଫୁସ୍‌ଫୁସ୍‌, ହୃତ୍‌ପିଣ୍ଡ ଓ କିଡ୍‌ନି ପ୍ରଭାବିତ ହୋଇଛି । ଆଗାମୀ 72 ଘଣ୍ଟା ଛାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ଆବଶ୍ୟକ ପଡ଼ିଲେ

ଏମ୍ସରେ ଚାଲିଛି FM ପୀଡ଼ିତାଙ୍କ ଡାଏଲିସିସ୍, ତଦାରଖ କରୁଛନ୍ତି ୮ ଜଣିଆ ଟିମ୍

ଭୁବନେଶ୍ବର ଏମ୍ସରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟର ପୀଡ଼ିତା ଛାତ୍ରୀ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ସଂକଟାପନ୍ନ ରହିଛି। ତାଙ୍କ ଶରୀରର ୯୫ ପ୍ରତିଶତ ପୋଡି ଯାଇଥିବା ବେଳେ ଫୁସଫୁସ୍, ହୃତପିଣ୍ଡ, କିଡନି ଗୁରୁତର ଭାବେ ପ୍ରଭାବିତ ହୋଇଛି ।

ମୋହନ ନେବେ କି ବଡ଼ ଆକ୍ସନ ? ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମକୁ ନେଇ କହିଲେ ଏମିତି

ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାକୁ ନେଇ ତେଜୁଛି ଅସନ୍ତୋଷ । ରାଜଧାନୀ ଭୁବନେଶ୍ବରରେ ଛାତ୍ର କଂଗ୍ରେସ ଓ ଛାତ୍ର ବିଜେଡି ପକ୍ଷରୁ ବିକ୍ଷୋଭ କରାଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘର ଘେରିଲେ ଛାତ୍ର କଂଗ୍ରେସ ଓ ଛାତ୍ର ବିଜେଡି । ଏହି ସମୟରେ ପୋଲିସ ସହ ଆନ୍ଦୋଳନକାରୀଙ୍କ

ଏଫ୍ଏମ୍ କଲେଜ ପୀଡିତା ଭୁବନେଶ୍ୱର ଏମ୍ସର ଭେଣ୍ଟିଲେଟର ସପୋର୍ଟରେ

ନିଜ ଜୀବନ ନେବାକୁ ଉଦ୍ୟମ କରିଥିବା ଫକୀର ମୋହନ କଲେଜ ଛାତ୍ରୀ ବର୍ତ୍ତମାନ ଭୁବନେଶ୍ୱର ଏମ୍ସରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ସ୍ୱତନ୍ତ୍ର ବର୍ଣ୍ଣ ୱାର୍ଡର ଆଇସିୟୁରେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। ତାଙ୍କ ଶରୀର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଛି। ୮ ଜଣିଆ ଡାକ୍ତରୀ

୯୫ ପ୍ରତିଶତ ପୋଡ଼ିଯାଇଛନ୍ତି ଛାତ୍ରୀ : ଡାକ୍ତର କହୁଛନ୍ତି

ଭୟଙ୍କର, ହୃଦୟ ବିଦାରକ…ଅଧ୍ୟାପକଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଶେଷରେ ନିଜ ଦେହରେ ନିଆଁ ଲଗାଇଦେଲେ ଛାତ୍ରୀ । ସର୍ବସମ୍ମୁଖରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ । ସ୍ଥିତି ଏମିତି ହେଲା ବାଲେଶ୍ବରରୁ ଏମ୍ସକୁ ତାଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଲା । ପୂରା ରାଜ୍ୟରେ ଯାହା କେବେ ଘଟିନଥିଲା

ପ୍ରେମ ବିବାହ କଲେ ବୋଲି ନିର୍ଯାତନା ; ହଳରେ ବାନ୍ଧି ବଳଦ ଭଳି ବୁଲାଇଲେ ଗାଁଲୋକ

ପ୍ରେମ ବିବାହ କଲେ ବୋଲି ଅକଥନୀୟ ନିର୍ଯାତନା । ଗାଁରେ ଦେଖିବାକୁ ମିଳିଲା କଙ୍ଗାରୁ କୋର୍ଟର ଚିତ୍ର । ବଳଦ ବଦଳରେ ପ୍ରେମୀ ଯୁଗଳଙ୍କୁ ଲଙ୍ଗଳରେ ଯୋଚି ହଳ ବୁଲାଇଛନ୍ତି ଗାଁର ଲୋକ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କଂଜାମଯୋଡ଼ି ଗାଁରେ ଯୁବକ ଯୁବତୀଙ୍କୁ ଦିଆଯାଇଛି ଏହିଭଳି

ଗଣତିମଣତି: ୩ ମାସ ଭିତରେ ଆରମ୍ଭ ସମ୍ଭାବନା

ରତ୍ନଭଣ୍ଡାର ମରାମତି କାମ ସମ୍ପୁଣ୍ଣ ହୋଇସାରିଛି । କିନ୍ତୁ ଗଣତିମଣତି ଲାଗି ଟିକିଏ ସମୟ ଲାଗିବ । ଗଣତି କାଯ୍ୟ ପାଇଁ ରିଜର୍ଭ ବ୍ୟାଙ୍କର ସହାୟତା ଲୋଡାଯାଇଛି ।  ସେଠାରୁ ସମ୍ମତି ମିଳିଲେ କାଯ୍ୟ ଆରମ୍ଭ ହେବ । ତଥାପି ଆଗାମୀ ୩ ମାସ ଭିତରେ ଆରମ୍ଭ ସମ୍ଭାବନା ।

ଡ୍ରାଇଭର ସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ

୭ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେ କହିଛନ୍ତି ଯେ ୭ ଦଫା ଦାବିକୁ ନେଇ ସଫଳ ଆଲୋଚନା ହୋଇସାରିଛି । ସମସ୍ତ ଦାବିର ସମାଧାନ କରାଯିବା ନେଇ ମଧ୍ୟ ସରକାର ଡ୍ରାଇଭର ମହାସଂଘକୁ ପ୍ରତିଶ୍ରୁତି

୭ ବର୍ଷ ପରେ ସେପ୍ଟେମ୍ବରରେ ହେବ ଛାତ୍ର ସଂସଦ ନିର୍ବାଚନ

ଆସନ୍ତା ସେପ୍ଟେମ୍ବରରେ ହେବ ଛାତ୍ର ସଂସଦ ନିର୍ବାଚନ । ୭ ବର୍ଷ ପରେ କଲେଜ ନିର୍ବାଚନ ହେଉଥିବାରୁ ଚଳଚଞ୍ଚଳ କଲେଜ କ୍ୟାମ୍ପସ । ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ନଥିଲେ ବି ସେପ୍ଟେମ୍ବର ୨୫ କିମ୍ବା ୨୬ରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଉଚ୍ଚଶିକ୍ଷା‌ ବିଭାଗ ଯୋଜନା ପ୍ରସ୍ତୁତ କରିଛି ।