କାଉଡ଼ି ଯାତ୍ରାକୁ ନେଇ ୟୁପି ସରକାରଙ୍କ ନିଷ୍ପତି ଉପରେ ସୁପ୍ରିମକୋର୍ଟ ରାୟ
ନୂଆଦିଲ୍ଲୀ: କରୋନାର ୩ୟ ତରଙ୍ଗର ଆଶଙ୍କାକୁ ନଜରରେ ରଖି କିଛି ରାଜ୍ୟରେ ,ରାଜ୍ୟସରକାର କାଉଡି ଯାତ୍ରା ଉପରେ ପ୍ରତିବନ୍ଧକ ଜାରି କରି ଥିବା ବେଳେ କିଛି ରାଜ୍ୟ କାଉଡି ଯାତ୍ରା ପାଇଁ ଅନୁମତି ଦେଇଛନ୍ତି। ଉତ୍ତରପ୍ରଦେଶରେ ଏହି ଯାତ୍ରା ପାଇଁ ଅନମୁତି ପ୍ରଦାନ କରାଇଥିବା ବେଳେ ଏହାକୁ ନେଇ!-->…
