Odia News Portal
Browsing Tag

swadhikar

ମେଟ୍ରିକ ଅନଲାଇନ୍ ଫର୍ମଫିଲପର ଆଜି ଶେଷଦିନ, ଜାଣନ୍ତୁ କେତେଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି

ଭୁବନେଶ୍ୱର: ମାଟ୍ରିକ୍ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ପାଇଁ ବୁଧବାର ଶେଷ ଦିବସ । ବିକଳ୍ପ ମୂଳ୍ୟାୟନ ପଦ୍ଧତିରେ ଦିଆଯାଇଥିବା ମାର୍କରେ ଅସନ୍ତୁଷ୍ଟ ପିଲାଙ୍କ ଅଫଲାଇନ୍ ପରୀକ୍ଷା କରାଯିବ । ତେବେ ଚଳିତ ମାସ ୫ରୁ ଫର୍ମ ପୂରଣ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ…

ବିଜେପିର ବିଜୁଳି ରାଜନୀତିକୁ ନେଇ ଚର୍ଚ୍ଚା, ଆପ୍ ଭୟ ନୁହେଁ ତ ?

ଭୁବନେଶ୍ୱର : ରାଜ୍ୟ ବିଜେପିର ବିଜୁଳି ରାଜନୀତି ଏବେ ଚର୍ଚ୍ଚାରେ । ବିଜୁଳି ଦର ବଢିବା ପରେ ଖାଉଟିମାନେ ଦୁଇ ଦୁଇ ଥର ବର୍ଦ୍ଧିତ ଦର ଦେଇ ସାରିଲେଣି । ତେବେ ଦର ବଢିବା ଠାରୁ ସେଭଳି ଶାଣିତ ସ୍ୱର ଉଠାଇନଥିବା ବିଜେପି ଏବେ ହଠାତ୍ ପ୍ରତିକ୍ରିୟାଶୀଳ ହେବାକୁ ଅନେକ ହଜମ କରିପାରୁ ନାହାନ୍ତି ।…

ଫ୍ୟାମିଲ କୋର୍ଟରେ ବର୍ଷା

କଟକ: ଫ୍ୟାମିଲ କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଅନୁଭବ ମହାନ୍ତି ଏବଂ ବର୍ଷାଙ୍କ ମଧ୍ୟରେ ଦୀର୍ଘଦିନ ହେବ ଲାଗି ରହିଥିବା ବିବାଦ ସମ୍ପର୍କରେ ଆଜି ହେବ ଆଲୋଚନା । ପୂର୍ବରୁ ଉଭୟଙ୍କୁ ନେଇ ଅନେକ ଥର ଆଲୋଚନା କରାଯାଇଥିଲେ ସୁଦ୍ଧା ସବୁକିଛି ବିଫଳ ହୋଇଛି । ପୂର୍ବରୁ ୯…

ରାଜ୍ୟରେ ୬୫ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁସଂଖ୍ୟା ୪୭୯୫କୁ ବୃଦ୍ଧିପାଇଛି। ଏହି ସମୟ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ବରଗଡ ଜିଲାରୁ ୧୦ ଜଣ…

ଆଜି ଦେଶରେ ୬୨୪ ଜଣଙ୍କ ମୁଣ୍ଡନେଲା ମହାମାରୀ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୮୭୯୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦେଶର କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୬୨୪କୁ ହ୍ରାସ ପାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ( ବୁଧବାର ଦିନ ୮ଟା ସୁଦ୍ଧା) ଦେଶରେ ୩୮,୭୯୨ ନୂଆ କରୋନା…

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୧୯୨ ଓ ସ୍ଥାନୀୟ ସଂକ୍ରମିତ ୮୮୨ ଜଣ ରହିଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୫୯, ବାଲେଶ୍ୱର ୧୧୫, ବରଗଡ ୩୮, ଭଦ୍ରକରୁ ୧୧୦ ଜଣ ଚିହ୍ନଟ…

ପଢ଼ନ୍ତୁ ଶିରିଡ଼ି ସାଇବାବାଙ୍କ ନାମ କାହିଁକି ରହିଲା ଏମିତି

ଭୁବନେଶ୍ୱର: ସାଇବାବାଙ୍କର ପିତୃଦତ୍ତ ନାମ ଓ ଶୈଶବ ଏବେ ସୁଦ୍ଧା ଅଜ୍ଞାତ । ଲୋକେ ତାଙ୍କୁ ଶିରିଡ଼ି ସାଇବାବା, ସାଇନାଥ ମହାରାଜ ଏବଂ ସାଇରାମ ବୋଲି ଡାକନ୍ତି । ତେବେ ସେ ଥିଲେ ଆଧ୍ୟାତ୍ମିକ ସିଦ୍ଧିର ଶୀର୍ଷରେ ଉପନୀତ ଜଣେ ସଦଗୁରୁ । ଅକ୍ଟୋବର ୧୫ ତାରିଖ ୧୯୧୮ ମସିହାରେ ସେ ମହାସମାଧି ପ୍ରପ୍ତେ…

ସେପ୍ଟେମ୍ବର ମାସରୁ ସେରମ ଇନଷ୍ଟିଚ୍ୟୁଟ ଉତ୍ପାହନ କରିବ ସ୍ପୁଟନିକ୍ ଭି ଟୀକା

ଭାରତର ପୁନେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଋଷୀୟ ଟିକା ସ୍ପୁଟନିକ-ଭି କୁ ସେପ୍ଟେମ୍ବର ମାସ ଠାରୁ ଉତ୍ପାଦନ କରିବ । ଏହାସହ ବାର୍ଷିକ ୩୦ କୋଟି ଡୋଜ ଉତ୍ପାଦନ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଥିବା କୁହାଯାଇଛି । ସୂଚନା ମୁତାବକ ଏବେ ଟେକ୍ନୋଲୋଜି ପ୍ରକ୍ରିୟା ଆରମ୍ଭ ହୋଇଛି । ଡିସିଜିଆଇର…

ବିଜୟଙ୍କ ଉପରେ ଲାଗିଲା ଲକ୍ଷେ ଟଙ୍କାର ଜରିମାନା

ସାଉଥ ସୁପରଷ୍ଟାର ବିଜୟଙ୍କୁ ମାଡ୍ରାସ ହାଇକୋର୍ଟଙ୍କ ତରଫରୁ ଏକ ବଡ଼ ଝଟକା ଲାଗିଛି। ଅଭିନେତା ବିଜୟଙ୍କ ଉପରେ କୋର୍ଟ ଏକ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ବାସ୍ତବରେ ବିଜୟ ତାଙ୍କର ଏକ ଆମଦାନୀ ହୋଇଥିବା କାର ଉପରେ ଟ୍ୟାକ୍ସ ନଦେବାକୁ ଚେଷ୍ଟା କରିଥିଲେ। ୨୦୧୨ ମସିହାରେ ତାଙ୍କ ଦ୍ୱାରା…

ବଜ୍ରପାତ ନେଲା ଜୀବନ

୩ ଜଣ ଛାତ୍ରଛାତ୍ରୀ ଗଛ ମୂଳରେ ଛିଡ଼ା ହୋଇଥିଲେ। ହଠାତ୍‌ ବଜ୍ରପାତ ହେବାରୁ ଟଳି ପଡ଼ିଲେ ୩ ଛାତ୍ରଛାତ୍ରୀ। ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅଞ୍ଚଳରେ ଘଟିଛି। କରୋନା ପାଇଁ ସ୍କୁଲ ବନ୍ଦ ରହିଥିବାରୁ ଚାନ୍ଦୁଆ ଥାନା ବାଘୁଆଶୋଳ ଗାଁର ୧୦ମ ଶ୍ରେଣୀ ଛାତ୍ର…