ରାଜଧାନୀବାସୀ ମଶା କାମୁଡାରେ କଲବଲ, ଚଢଉରେ ମାତିଛି ବିଏମ୍ସି
ଭୁବନେଶ୍ୱର: ରାଜଧାନୀବାସୀ ମଶା କାମୁଡାରେ କଲବଲ ହେଉଥିବା ଏବଂ ଡେଙ୍ଗୁରେ ସଂକ୍ରମିତ ହେଉଥିବାବେଳେ ବିଏମ୍ସି କର୍ତ୍ତୃପକ୍ଷ ମଶା ନିୟନ୍ତ୍ରଣ ଅପେକ୍ଷା ଦୋକାନ ବଜାର ସିଲ୍ ଓ ବିବାହ ମଣ୍ଡପ ଚଢଉରେ ଅଧିକ ସକ୍ରିୟ ଥିବା ଦେଖିବାକୁ ମିଳୁଛି । ଖୋଦ ରାଜଧାନୀରେ ଡେଙ୍ଗୁ ଅଣାୟତ ହେଉଥିବାବେଳେ!-->…
