ରାଜଧାନୀରେ ନାବାଳିକାଙ୍କୁ ଅପହରଣ ଅଭିଯୋଗ: ୨ ବଙ୍ଗୀୟ ଯୁବକ ଅଟକ
ରାଜଧାନୀରେ ନାବାଳିକାଙ୍କୁ ନିଶା ଦେଇ ଅପହରଣ ଅଭିଯୋଗ । ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମାରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ପରେ ଏମ୍ସରେ ଭର୍ତ୍ତି କରାଯାଇଛି । ୨ ଜଣ ବଙ୍ଗୀୟ ଯୁବକଙ୍କୁ ଖଣ୍ଡଗିରି ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ ।ତେବେ ରାତି ଅଧରେ କୁଆଡେ ଓ କାହିଁକି!-->…
