ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିବାକୁ ପହଞ୍ଚିଥିଲା ଛେଳିଛୁଆ
ନିଆଳି ବ୍ଲକ୍ରେ ହୋଇଥିବା ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିବାକୁ ପହଞ୍ଚିଥିଲା ଛେଳିଛୁଆ! କିଛି ଦିନ ତଳେ ୧୧କେଭି ବିଦ୍ୟୁତ୍ ତାର ଲାଗିବାରୁ ୪ଟି ଛେଳି ମରିଯିବା ପରେ ଏବେ ଛେଳିଛୁଆଟି ଏକୁଟିଆ ହୋଇଯାଇଛି। ଏପରିକି ବିଦ୍ୟୁତ୍ ଆଘାତ ଲାଗି ଏହି ଛେଳିଛୁଆଟିର ଗୋଡ଼ ଭାଙ୍ଗିଯାଇଛି।…
