Odia News Portal
Browsing Tag

swadhikar

ବାରିପଦା ମେଡିକାଲରୁ ଶିଶୁ ଚୋରିମାମଲା : ଶିଶୁପୁତ୍ର ଉଦ୍ଧାର, ମହିଳା ଗିରଫ

ବାରିପଦା ମେଡିକାଲରୁ ଶିଶୁ ଚୋରି । ଛୁଆକୁ ଧରି ଛୁ ମାରିଲେ ମହିଳା । ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରୁ ଶିଶୁ ଚୋରି ହୋଇଥିବା ଅଭିଯୋଗ । ସାହାଯ୍ୟ କରିବା ଆଳରେ ଛୁଆକୁ ଚୋରି କରିନେଇଥିବା କହିଛନ୍ତି ନବଜାତର ମାଆ । ବାରିପଦା ସଦର ରାଣୀଭୋଳ ଗାଁର…

ପଦ୍ମ ଧରିଲେ ଜୟ ଢୋଲକିଆ

ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିର ଉଷ୍ଣତା ବୃଦ୍ଧି ପାଇଛି। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରୋ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ସଭାପତି ମନମୋହନ…

ଷଣ୍ଢକୁ ଘୋଷାଡ଼ି ମାରିଲା ବାଘ, ବାଘକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ଦାବି

ଗତ କିଛିଦିନ ଧରି କାମାକ୍ଷାନଗର ଅଞ୍ଚଳରେ ବାଘ ମାତିଛି l କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ଗତଦୁଇ ଦିନ ଧରି ଗାଈକୁ ଘୋଷାଡ଼ି ଆକ୍ରମଣ କରିବା ସହ ବାଘଟି ଆତଙ୍କ ସୃଷ୍ଟି କରିଛି। ଆଜି କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କନ୍ତାରିପାଟ ଗାଁ ଜଙ୍ଗଲରେ ବାଘଟି ଗୋଟେ ଷଣ୍ଢକୁ ଘୋଷାଡ଼ି ମାରି ଦେଇଛି…

ରାଜ୍ୟ କ୍ୟାବିନେଟ୍‌ରେ ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ରାଜ୍ୟ କ୍ୟାବିନେଟ୍‌ର ୨୮ତମ ବୈଠକରେ ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୧୫ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ…

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଯାତ୍ରା ଟିକଟ ମିଳି ନଥିଲେ ବି କ୍ଷତିପୂରଣ ଦେବ ରେଳବାଇ

ଯାତ୍ରା ଟିକଟ ଉଦ୍ଧାର ହୋଇ ନଥିଲେ ବି ରେଳବାଇ କ୍ଷତିପୂରଣ ଦେବ। ଚଳନ୍ତା ଟ୍ରେନ୍‌ରୁ ପଡ଼ି ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ଦରଖାସ୍ତ ଦାଖଲ ହେବା ତାରିଖଠାରୁ କ୍ଷତିପୂରଣ ରାଶି ଦେବା ସମୟ…

ଦକ୍ଷିଣ ଭାରତର  ଶ୍ରୀରଙ୍ଗନାଥସ୍ୱାମୀ ମନ୍ଦିର

ଦକ୍ଷିଣ ଭାରତରେ ଥିବା ଶ୍ରୀରଙ୍ଗନାଥସ୍ୱାମୀ ମନ୍ଦିରକୁ ଏହାର ଉନ୍ନତ ସ୍ଥାପତ୍ୟ ଶୈଳୀ ଏବଂ ସୌନ୍ଦର୍ଯ୍ୟ ଯୋଗୁଁ ପୃଥିବୀର ବୈକୁଣ୍ଠ କୁହାଯାଏ । ଏହା ତିରୁଭରଙ୍ଗମ୍, ତିରୁପତି, ପେରିଆକୋଇଲ୍ ଏବଂ ଅନ୍ୟାନ୍ୟ ନାମରେ ମଧ୍ୟ ଜଣାଶୁଣା । ମନ୍ଦିରର ଗଠନ ଏବଂ ଭାସ୍କର୍ଯ୍ୟ ଯେତେ ସୁନ୍ଦର, ଏହାର…

ଆଫଗାନିସ୍ତାନରେ ପାକ୍‌ର ଏୟାର୍ ଷ୍ଟ୍ରାଇକ୍‌

କାବୁଲରେ ଥିବା ତେହେରିକ୍-ଏ-ତାଲିବାନ ପାକିସ୍ତାନ (ଟିଟିପି) ଶିବିରକୁ ଟାର୍ଗେଟ୍ କରି ପାକିସ୍ତାନ ସୀମାପାର ଅଭିଯାନ ଚଳାଇଥିବା ବେଳେ ଗତରାତିରେ କାବୁଲର କେତେକ ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଏହି ଆକ୍ରମଣର ସମୟ ତାଲିବାନ ବୈଦେଶିକ ମନ୍ତ୍ରୀ ଅମୀର୍‌ ଖାନ ମୁତ୍ତାକିଙ୍କ ପ୍ରଥମ ଭାରତ…

ଭାରତରୁ ପାକ୍‌କୁ ଚେତାବନୀ ଦେଲେ  ତାଲିବାନ ବୈଦେଶିକ ମନ୍ତ୍ରୀ ଅମୀର୍‌ ଖାନ୍‌ ମୁତ୍ତାକି

ତାଲିବାନ ବୈଦେଶିକ ମନ୍ତ୍ରୀ ଅମୀର୍‌ ଖାନ୍‌ ମୁତ୍ତାକି ଏବେ ଭାରତ ଗସ୍ତରେ ଥିବାବେଳେ ପାକିସ୍ତାନ କାବୁଲ ଉପରେ ଏୟାର ଷ୍ଟ୍ରାଇକ୍ କରି ଆଫଗାନିସ୍ତାନର ସାର୍ବଭୌମତ୍ୱକୁ ଚ୍ୟାଲେଞ୍ଜ କରିଛି। ଭାରତରେ ଥିବା ମୁତ୍ତାକି ଏହି ଆକ୍ରମଣ ପରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି,…

ଜଙ୍ଗଲ ଛାଡ଼ି ଗାଁ ମୁହାଁ ହାତୀପଲ, ଶହଶହ ହେକ୍ଟର ଧାନ ଗଛ ଦଳିଚକଟି କରୁଛନ୍ତି ନଷ୍ଟ

ଜଙ୍ଗଲ ଛାଡ଼ି ଗାଁ ମୁହାଁ ହାତୀପଲ । ଅନୁଗୁଳରେ ହାତୀପଲଙ୍କ ଉତ୍ପାତ । ହାତୀପଲଙ୍କୁ ଦେଖି ଭୟଭୀତ ଲୋକେ । ଅନୁଗୁଳ ଜିଲ୍ଲା ନୂଆ ସାହି, କାଙ୍ଗୁଲା ଓ ଗୋପୀନାଥପୁର ଅଞ୍ଚଳରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଶହଶହ ହେକ୍ଟର ଧାନ ଗଛ ଦଳିଚକଟି କରି ଧାନ ଫସଲ କ୍ଷୟକ୍ଷତି କରିଛନ୍ତି। ଖାଦ୍ୟ…

ଆଜି ଜାତୀୟ ଡାକ ଦିବସ: ହଜିଗଲାଣି ପୋଷ୍ଟ କାର୍ଡ , ଲୁଚିବାକୁ ବସିଲାଣି ଲେଟର ବକ୍ସ

ପୋଷ୍ଟ କାର୍ଡ , ଇଂଲଣ୍ଡ ଲେଟରରେ ଚିଠି ପଠାଇବା ପରମ୍ପରା ଧୀରେ ଧୀରେ ଲୋପ ପାଇ ଗଲାଣି କହିଲେ ଚଳେ । ଫଳରେ ପୋଷ୍ଟ କାର୍ଡ ଆଉ ପୋଷ୍ଟାଲ ଷ୍ଟାମ୍ପ ବେପାର ବହୁ ମାତ୍ରାରେ କମି ଯାଇଛି । ଲେଟର ବକ୍ସ ମଧ୍ୟ ଲୋକଙ୍କ ଆଖିରୁ ଦୂରେଇ ଗଲାଣି । ପୋଷ୍ଟ ଅଫିସ ଛାଡ଼ିଦେଲେ ଆଉ କୈାଣସି ଛକରେ…