ପୂର୍ବତନ ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କର ପରଲୋକ, ଦୀର୍ଘ ଦିନ ହେବ ଥିଲେ ଅସୁସ୍ଥ
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କର ପରଲୋକ । ଆଜି ୯୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନର ଅସୁସ୍ଥତା ହେତୁ ଆଜି ସକାଳ ପ୍ରାୟ ୬.୩୦ ସମୟରେ ପାଟିଲ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶିବରାଜ ପାଟିଲ ତାଙ୍କର ଦୀର୍ଘ ରାଜନୈତିକ…
