ବାରୁଦ ଗୋଦାମ ଘଟଣାରେ ନୂଆ ଟ୍ବିଷ୍ଟ
ବାରୁଦ ଗୋଦାମ ଘଟଣାରେ ନୂଆ ମୋଡ଼ । ଶ୍ରବଣ ଅଗ୍ରୱାଲଙ୍କ ବାରୁଦ ଗୋଦାମରୁ ନୂଆ ମୋଡ଼ ଆସିଛି । ଏ ଘଟଣାରେ ଏବେ ନିକିତା ଅଗ୍ରୱାଲଙ୍କ ନାଁ ସାମ୍ନାକୁ ଆସିଛି । ଏହି ନିକିତା ଅଗ୍ରୱାଲ କିଏ , ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।
ହାଇଦ୍ରାବାଦରୁ ଗତକାଲି ଆହୁରି ୧୫ ଟନ୍ ବାରୁଦ ଓ!-->!-->!-->…
