ଯୁଦ୍ଧ ଛାଡି ଖାଦ୍ୟ ସମସ୍ୟାର ସମାଧାନ କରିବାକୁ ଦେଲା ପରାମର୍ଶ
ପାକିସ୍ତାନର ଦୁର୍ଦ୍ଦଶା ବାବଦରେ ବିଶ୍ୱର କୌଣସି ଦେଶକୁ ଅଛପା ନାହିଁ । ନିଜ ଦେଶକୁ ଚଳାଇବାକୁ ପାକିସ୍ତାନ ଆଇଏମଏଫ ଓ ଅନ୍ୟ ଦେଶମାନଙ୍କ ନିକଟରେ ହାତ ପତାଉଛି । ସବୁଠାରୁ ବଡ଼କଥା ହେଉଛି ଏବେ ନିଜ ଦେଶର ଲୋକଙ୍କ ପେଟ ଭରିବାକୁ ପାକିସ୍ତାନ ସରକାରଙ୍କ ପାଖରେ ଟଙ୍କା ନାହିଁ । ହେଲେ ଭାରତ ଭଳି!-->…
