Odia News Portal
Browsing Tag

swadhikar

ମ୍ୟାଚ୍ ଜିତିବା ପରେ ହାତ ମିଶାଇଲାନି ଟିମ୍ ଇଣ୍ଡିଆ, ACC ନିକଟରେ ଅଭିଯୋଗ କଲା ପାକିସ୍ତାନ

ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଭାରତ । ୭ ୱିକେଟରେ ପାକିସ୍ତାନକୁ ହରାଇ ପ୍ରତିଶୋଧ ନେଇଛି ସୂର୍ଯ୍ୟବାହିନୀ । ମ୍ୟାଚ ପରେ ପାକିସ୍ତାନ ପ୍ଲେୟାରଙ୍କ ସହିତ ହାତ ମିଳାଇନାହିଁ ଟିମ୍ ଇଣ୍ଡିଆ । ଏହାକୁ ନେଇ ପାକିସ୍ତାନ ରାଗରେ ଫଁ ଫଁ ହେଉଛି ।…

ରାଜରାସ୍ତାରେ ବୁଲୁଛି ହାତୀ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ରାଜରାସ୍ତାରେ ବୁଲୁଛି ହାତୀ । ସିସିଟିଭିରେ କଏଦ ହେଲା ହାତୀ ବୁଲୁଥିବାର ଦୃଶ୍ୟ । ଏହା କୌଣସି ଉପାନ୍ତ କି ଗ୍ରାମାଞ୍ଚଳ ନୁହେଁ ବାରଙ୍ଗ ଶିଳ୍ପାଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କେତେବେଳେ କାହା ଘର ଆଗରେ ତ କେତେବେଳେ ରାଜରାସ୍ତାରେ ବୁଲୁଛନ୍ତି ହାତୀ । ଯାହାକୁ ନେଇ…

ରୋଷେଇ ଘର ପାଇଁ କିଛି ବିଶେଷ କଥା

ରୋଷେଇଘର ଘରର ଏମିତି ଏକ ସ୍ଥାନ ଯେଉଁ ଠାରେ ପୂରା ଘରର ସୁଖ,ଶାନ୍ତି ଓ ସମୃଦ୍ଧି ଯୋଡି ହୋଇରହିଥାଏ । ବାସ୍ତୁରେ ମଧ୍ୟ ରୋଷେଇଘରର ସ୍ଥାନ, ଦିଗ ଏବଂ ଏହି ଘରେ ରହିବାକୁଥିବା ସମସ୍ତ ବସ୍ତୁ ବିଷୟରେ ଧ୍ୟାନ ରଖାଯାଏ । ରୋଷେଇଘରେ ବାସ୍ତୁ ଦୋଷ ହେଲେ ଘରେ ସର୍ବଦା ଅଶୁଭ ଛାୟା ପଡିରହିଥାଏ । ଆସନ୍ତୁ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ

ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ମୟୂରଭଞ୍ଜଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯକ୍ରମ ରହିଥିବାବେଳେ ଗତକାଲି ଟ୍ରେନ ଯୋଗେ ଆସି ରାତି ପ୍ରାୟ ୪ଟା ସମୟରେ ବାଲେଶ୍ୱରରେ ପହଞ୍ଚି ଥିଲେ l ପରେ ସେଠାରୁ ସୋମବାର ସକାଳୁ ପ୍ରାୟ ୮ଟା…

ପ୍ରଶାସନ ଉପରେ ‘ଚାଉଳ’ ଚାପ: ମିଲ୍‌ରେ ପଡ଼ି ନଷ୍ଟ ହେଉଛି ଧାନ, ହିତାଧିକାରୀଙ୍କୁ ଡିସେମ୍ବର ପର୍ଯ୍ୟନ୍ତ ଚାଉଳ ବଣ୍ଟନ

ପ୍ରଶାସନ ଉପରେ ଚାଉଳ ଚାପ ପ୍ରବଳ। ଗତ ଖରିଫ ଋତୁର ଧାନ ଏବେ ବି ମିଲ୍‌ଗୁଡ଼ିକରେ ପଡ଼ିରହିଛି। ସରକାର ମଣ୍ଡି ଜରିଆରେ ଯେତିକି ଧାନ କିଣି ମିଲରଙ୍କୁ ଦେଇଥିଲେ ଏବଂ ଯେତିକି ଚାଉଳ ନେବା କଥା, ତାହା ଏପର୍ଯ୍ୟନ୍ତ ଉଠାଇ ପାରିନାହାନ୍ତି। ଏହାର ସମାଧାନ ପାଇଁ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ…

ଚାରିଆଡ଼େ ବେଆଇନ୍‌ ବାଲି ଉଠାଣ: ଅନ୍ଧାରର ହାଇୱା, ଜେସିବିର ରାଜୁତି; ମାଫିଆ ମା‌ଲାମାଲ୍‌

ବର୍ଷା ଦିନ ଆରମ୍ଭ ହେବା ଦିନଠୁ ବାଲିଘାଟ ବନ୍ଦ ହେଲାଣି। କିନ୍ତୁ ଚୋରାରେ ନଦୀରୁ ବାଲି ଉଠାଯାଉଛି। ନଦୀର ଯେଉଁ ସ୍ଥାନରେ ପାଣି ନାହିଁ, ସେଠାରେ ରାତିରେ ହାଇୱା, ଜେସିବି ଲଗାଯାଇ ବାଲି ଚୋରି ହେଉଛି। ଏକଥା ଖୋଦ୍‌ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସ୍ବୀକାର କରିଛନ୍ତି। କିଛି ଦିନ ତଳେ…

ନେପାଳ ଆନ୍ଦୋଳନରେ ନିହତ ବ୍ୟକ୍ତିଙ୍କୁ ସହିଦ ଘୋଷଣା: ନେପାଳର ନୂଆ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସମ୍ବୋଧନ, ଅନ୍ତରୀଣ…

ନେପାଳର ନୂଆ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କୀ ରବିବାର ତାଙ୍କର ପ୍ରଥମ ଜାତୀୟ ସମ୍ବୋଧନରେ ଜେନ୍ ଜେଡ୍ ଆନ୍ଦୋଳନରେ ମୃତ ବ୍ୟକ୍ତିଙ୍କୁ ଜାତୀୟ ସହିଦ ଭାବେ ଘୋଷଣା କରିଛନ୍ତି। ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଶନିବାର ରାତିରେ ଶପଥ ଗ୍ରହଣ କରିଥିବା ୭୩ ବର୍ଷୀୟ କାର୍କୀ ଏହି ଘୋଷଣା…

ଝାଡ଼ଖଣ୍ଡରେ ଏନ୍‌କାଉଣ୍ଟର: ମୁଖଦେବ ଯାଦବ ନିହତ,  ମୁଣ୍ଡ ଉପରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର

ଝାଡ଼ଖଣ୍ଡ ପୁଲିସକୁ ପୁଣି ବଡ଼ ସଫଳତା ମିଳିଛି। ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା କୁଖ୍ୟାତ ନକ୍ସଲନେତା ମୁଖଦେବ ଯାଦବ ଓରଫ୍‌ ତୁଫାନର ମୁଣ୍ଡ ଗଡ଼ିଛି। ପାଲାମୁ ଜିଲ୍ଲାର ମାନାଟୁ ଥାନା ଅଞ୍ଚଳ ବାନ୍ସି ଗାଁ ଜଙ୍ଗଲରେ ପୁଲିସ ଓ ଟିଏସ୍‌ପିସି (ତୃତୀୟ ସମ୍ମିଳନୀ ଉପସ୍ଥାପନା କମିଟି) ମଧ୍ୟରେ…

ଆସାମରେ ୫.୮ ତୀବ୍ରତାର ଭୂକମ୍ପ: ଥରିଲା ଗୁଆହାଟୀ, ନେପାଳ ଓ ଭୁଟାନରେ ବି ପ୍ରଭାବ

ଆସାମରେ ଆଜି ୫.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଅପରାହ୍ଣ ୪ଟା ୪୧ ମିନିଟ୍‌ରେ ଆସିଥିବା ଏହି ଭୂକମ୍ପର କେନ୍ଦ୍ର ଉଦଲଗୁରୀ ଜିଲ୍ଲାର ଖାରୁପେଟିଆ ନିକଟରେ ଥିଲା। ଏହାର ଗଭୀରତା ଭୂପୃଷ୍ଠରୁ ମାତ୍ର ୫ କିଲୋମିଟର ତଳେ ରହିଥିବା ଜାତୀୟ ଭୂ-ବିଜ୍ଞାନ ଗବେଷଣା କେନ୍ଦ୍ର ପକ୍ଷରୁ…

ନୂଆପଡ଼ା ଉପ-ନିର୍ବାଚନରେ କାହାର ହେବ ବିଜୟ?

ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପ-ନିର୍ବାଚନ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଉପ-ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଉପ-ନିର୍ବାଚନ ପୂର୍ବରୁ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । …