ପଞ୍ଚାୟତ ଉପ ନିର୍ବାଚନ ସ୍ଥଗିତ
ପଞ୍ଚାୟତ ଉପ-ନିର୍ବାଚନ ସ୍ଥଗିତ ରଖିଲେ ରାଜ୍ୟ ନିର୍ବାଚନ କମିଶନ । ମୌସୁମୀ ପାଇଁ ପଞ୍ଚାୟତ ଉପ-ନିର୍ବାଚନ ସ୍ଥଗିତ ରହିଲା । ଜୁନ ୨୩ ତାରିଖରେ ଉପ-ନିର୍ବାଚନ ନେଇ ଆଜି ଘୋଷଣା ହୋଇଥିଲା । ୧୧୩୧ଟି ପଦ ପାଇଁ ଉପ-ନିର୍ବାଚନ ହୋଇଥାଆନ୍ତା ।ନିର୍ବାଚନ ପାଇଁ ଚଳିତ ମାସ ୨୦ ତାରିଖରୁ ଜୁନ୍ ୨୪ ଯାଏ!-->…
