Odia News Portal
Browsing Tag

swadhikar

ଭୋଟର ତାଲିକା ପାଇଁ ଆଧାର ବୈଧ ପରିଚୟପତ୍ର, ନାଗରିକତା ପାଇଁ ନୁହେଁ :ସୁପ୍ରିମକୋର୍ଟ

ବିହାରରେ ଭୋଟର ତାଲିକା ସଂଶୋଧନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଏଥିରେ ସ୍ପଷ୍ଟ କରିଛନ୍ତି ଯେ ସଂଶୋଧିତ ଭୋଟର ତାଲିକା‌ରେ ନାମ ଯୋଡ଼ିବା କିମ୍ବା ବାଦ୍‌ ଦେବା ସଂକ୍ରାନ୍ତରେ ପରିଚୟ ପ୍ରମାଣ ପାଇଁ ଆଧାର କାର୍ଡକୁ ଏକ ଦଲିଲ…

ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ନିଷିଦ୍ଧକୁ ନେପାଳବାସୀଙ୍କ  ‌ଜୋର୍‌ଦାର୍‌ ବିରୋଧ

ଫେସବୁକ୍‌, ଏକ୍ସ, ୟୁଟ୍ୟୁବ୍‌ ସମେତ ୨୬ଟି ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ନିଷିଦ୍ଧକୁ ନେପାଳବାସୀ ‌ଜୋର୍‌ଦାର୍‌ ବିରୋଧ କରିଛନ୍ତି। ସୋମବାର ନେପାଳ ରାଜଧାନୀ କାଠମାଣ୍ଡୁ ସମେତ ଅନ୍ୟ ସହରରେ ବଡ଼ଧରଣର ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି। ପୁଲିସ ଗୁଳିରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ…

କଫି ଚାଷ ପାଇଁ ୪ ଲକ୍ଷ ହେକ୍ଟର ଜମିରେ ସମ୍ଭାବନା ରହିଛି।

କଫି ଚାଷ ପାଇଁ ୪ ଲକ୍ଷ ହେକ୍ଟର ଜମିରେ ସମ୍ଭାବନା ରହିଛି। କିନ୍ତୁ ହେଉଛି ୪ ହଜାର ହେକ୍ଟର ଜମିରେ। ଅନୁକୂଳ ପାଗ, ବ୍ୟାପକ ସୁବିଧା ସୁଯୋଗ ଓ ନିଆରା ସ୍ବାଦ ସତ୍ତ୍ବେ ବିଶ୍ବ ବଜାରରେ କୋରାପୁଟ କଫି ଆଗକୁ ବଢ଼ିପାରୁନି। କଫି ବୋର୍ଡ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ରୋଡ୍…

ଗଞ୍ଜଇ ସହ ବାଇକ୍‌, କାର୍‌ ଜବତ, ୩ ଗିରଫ

ସୁବର୍ଣ୍ଣପୁରଜିଲ୍ଲା ପୁଲିସ ପକ୍ଷରୁ ଚାଲିଥିବା ଅପରେସନ ପ୍ରହାରରେ ସଫଳତା ମିଳିଛି। ବିନିକା ଥାନା ପୁଲିସ ୧୦୧ ‌କେଜି ଗଞ୍ଜେଇ ସହ ଏକ ନମ୍ବରବିହୀନ କାର୍‌, ବାଇକ୍‌ (ଓଡି ୧୫ ଏବି ୩୮୭୫) ଜବତ କରିଛି। ଏହି କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ଜଣେ ମହିଳା ଓ ୨ ଜଣ ପୁରୁଷଙ୍କୁ…

ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା: ବିକିଲେ କିମ୍ବା ପିଇଲେ ଜରିମାନା ନିଷ୍ପତ୍ତି

ପାପଡ଼ାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ କଣ୍ଟାସାରୁ, ରାବଣଗୁଡ଼ା, ମୁଣ୍ଡିଗୁଡ଼ା ଗ୍ରାମବାସୀ ମଦ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡ଼ିଛନ୍ତି। ୩ ଖଣ୍ଡ ଗ୍ରାମର ମହିଳା କଣ୍ଟାସାରୁ ଗ୍ରାମରେ ଏକତ୍ରିତ ହୋଇ ଏ ନେଇ ବୈଠକ କରିବା ସହ ଲୋକଙ୍କୁ ସଚେତନ କରିଛନ୍ତି। ଗ୍ରାମରେ ମଦ ବିକ୍ରି ସମ୍ପୂର୍ଣ୍ଣ…

ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡ଼ି ମତଦାନରୁ ବିରତ ରହିବ

ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ମତଦାନରୁ ବିରତ ରହିବ। ଆଜି ଏନେଇ ଦଳର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଜେଡି ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟଠାରୁ ସମଦୂରତା ବଜାୟ ରଖିଛି। ଏଣୁ ଦଳ ସଭାପତି ନବୀନ ପଟ୍ଟନାୟକ ଏହି…

ଉତ୍କଳ ବିଶ୍ଵବିଦ୍ୟାଳୟରେ ମୋହନ ସରକାରଙ୍କ ସର୍ଜିକାଲ ଷ୍ଟ୍ରାଇକ୍ ଆରମ୍ଭ: ବିଜେପି ଯୁବମୋର୍ଚ୍ଚା

ଉତ୍କଳ ବିଶ୍ଵବିଦ୍ୟାଳୟରୁ ଅଣଛାତ୍ରଙ୍କୁ ତଡିବା ପ୍ରସଙ୍ଗରେ ବିଜେପି ଯୁବମୋର୍ଚ୍ଚା ପ୍ରତିକ୍ରିୟା ଦେଇଛି। ବିଜେଡ଼ି ଓ କଂଗ୍ରେସ କ’ଣ ପାଇଁ ପ୍ରତିକ୍ରିୟାଶୀଳ ହେଉଛନ୍ତି। ଯଦି ଆମ ଦଳର ଅଧିକ ଅଣଛାତ୍ର ଥିଲେ, ତାହାଲେ ଆମେ ପ୍ରତିକ୍ରିୟାଶୀଳ ହେବା କଥା। ଏଥିରେ ବିଜେଡି ଓ କଂଗ୍ରେସ ଦଳକୁ…

ବାଣୀବିହାର କ୍ୟାମ୍ପସ୍‌ରୁ ବାହାରିବେ ଅଣଛାତ୍ର, ଆରମ୍ଭ ହେଲା ପୁଲିସ ରେଡ୍‌

ଅଣଛାତ୍ର ମୁକ୍ତ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ । ଆଜି ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରାବାସ ଗୁଡ଼ିକ ଉପରେ ରେଡ୍‌ କରିବ କମିସନରେଟ୍ ପୁଲିସ । ଦିନ ୧୦.୩୦ମିନିଟ୍ ପରଠୁ ବିଭିନ୍ନ ହଷ୍ଟେଲରେ ଛାପା ମାରିବା ଆରମ୍ଭ କରିଛି । ଉତ୍କଳ ୟୁନିଭର୍ସିଟି ହଷ୍ଟେଲ ୧, ୨, ୩ ଓ ୫ ହଷ୍ଟେଲରୁ ବିଦା ହେବେ…

ଇସ୍ରାଏଲ ଉପରେ ୟେମେନର ଡ୍ରୋନ୍ ଆକ୍ରମଣ

କିଛି ଦିନର ନିରବତା ପରେ ମଧ୍ୟପ୍ରାଚ୍ୟରେ ପୁଣି ବଡ଼ ଉତ୍ତେଜନା ସୃଷ୍ଟି ହୋଇଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଆଜି କହିଛି ଯେ ୟେମେନ ଇସ୍ରାଏଲ ସୀମା ଭିତରକୁ ବ୍ୟାପକ ଡ୍ରୋନ୍ ଆକ୍ରମଣ କରିଛି।   ଆଜି ଅଚାନକ ୟେମେନର ଡ୍ରୋନ୍‌ ଆକ୍ରମଣ  ଉତ୍ତେଜନା ସୃଷ୍ଟି କରିଛି।   ଇସ୍ରାଏଲ…

ଉତ୍ତର ଭାରତ ବନ୍ୟା ମୃତ୍ୟୁସଂଖ୍ୟା ୫ ଶହ ଟପିଲା

ଉତ୍ତରଭାରତ ଦଶନ୍ଧି ମଧ୍ୟରେ ସବୁଠାରୁ ଭୟାବହ ମୌସୁମୀ ବର୍ଷାର ସମ୍ମୁଖୀନ ହୋଇଛି। ପଞ୍ଜାବ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଦିଲ୍ଲୀର କିଛି ଅଂଶରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଜୁନ୍‌ ମାସରୁ ଏ ପର୍ଯ୍ୟନ୍ତ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଅଚାନକ ବନ୍ୟାରେ…