ମହଙ୍ଗା ପଡ଼ିଲା ପାକିସ୍ତାନକୁ ସାହାଯ୍ୟ କରିବା ; ରଦ୍ଦ ହେଲା ତୁର୍କୀ ସେଲେବି କମ୍ପାନୀର ଚୁକ୍ତି
ତୁର୍କୀକୁ ବଡ଼ ଝଟ୍କା ଦେଇଛି ଭାରତ । ତୁର୍କୀର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ସର୍ଭିସ ପ୍ରୋଭାଇଡର କମ୍ପାନି ସେଲେବି ଏଭିଏସନର ସୁରକ୍ଷା ଚୁକ୍ତିକୁ ବାତିଲ କରିଛି ଭାରତ । ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଏକନାଥ ସିନ୍ଦେଙ୍କ ଶିବସେନା ମୁମ୍ବାଇର!-->…
