Odia News Portal
Browsing Tag

swadhikar

ରାଷ୍ଟ୍ରପତିଙ୍କୁ ଭେଟିଲେ ତିନି ସେନା ମୁଖ୍ୟ

ରାଷ୍ଟ୍ରପତିଙ୍କୁ  ଭେଟିଲେ ତିନି ସେନା ମୁଖ୍ୟ । ସିଡିଏସ ଜେନେରାଲ  ଅନୀଲ ଚୌହାନ ଓ ତିନି ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ, ଏପି ସିଂ ,ଦିନେଶ କେ ତ୍ରିପାଠୀ ଭେଟିଥିଲେ  ା ଅପରେସନ ସିନ୍ଦୁର ପରେ  ରାଷ୍ଟ୍ରପତିଙ୍କୁ ଭେଟିଲେ ତିନି ସେନା ମୁଖ୍ୟ । ଅପରେସନ ସିନ୍ଦୁର ବାବଦରେ

ବଜ୍ରାଘାତରେ ୩ ମୃତ

ବଜ୍ରାଘାତରେ ଗଲା ତିନି ଜଣଙ୍କ ଜୀବନ । ବିଲରେ କାମ କରୁଥିବା ବେଳେ  ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା  କୋରାପୁଟ ଜିଲ୍ଲା  ପଟ୍ଟାଙ୍ଗୀ ଅଞ୍ଚଳରେ ଘଟିଛି । ଏନେଇ ପରିବାରରେ  ଶୋକାକୁଳ ପରିସ୍ଥିତି ଉପୁଜିଛି । ସୂଚନା ଥାଉକି, ମୌସୁମୀ ଦକ୍ଷିଣ ବଙ୍ଗୋପସାଗର,

ପୁରୀ ନରେନ୍ଦ୍ର ପୋଖରୀରେ ଅଘଟଣ

ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଯୁବକ ନିଖୋଜ । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ତୁରନ୍ତ ଖୋଜାଖୋଜି ଆରମ୍ଭ କରିଥିଲେ ଅଗ୍ନିଶମ ବିଭାଗର ଦୁଇଟି ଟିମ । ଦୁଇ ଜଣ ସ୍କୁବାଡାଇଭର ମଧ୍ୟ ନିୟୋଜିତ ହୋଇଥିଲେ । ଯୁବକ ନମିଳିବା ଯାଏଁ ମହାପ୍ରଭୁଙ୍କ ଚାପଖେଳ ହେବ ନାହିଁ

ପାକିସ୍ତାନରେ ଆଣବିକ ବିକିରଣ ଆଶଙ୍କା, ଖଣ୍ଡନ କଲା ଭାରତୀୟ ବାୟୁସେନା

ପାକିସ୍ତାନର କିରାନା ହିଲ୍ସରେ ରହିଥିବା ଆଣବିକ କେନ୍ଦ୍ରରେ ବିକିରଣ ହୋଇଥିବା ଆଶଙ୍କା କରାଯାଉଛି। ଆମେରିକାର ଏକ ବାୟୁସେନା ହେଲିକପ୍ଟର କିରାନା ହିଲ୍ସ ଉପରେ ଉଡୁଥିବାର ଖବର ଆସିଥିଲା। ଅପରେସନ ସିନ୍ଦୂରରେ ଭାରତର ଆକ୍ରମଣରେ କିରାନା ହିଲ୍ସରେ ଥିବା ଆଣବିକ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିବା

ନୂଆପଡ଼ା ଜିଲ୍ଲାରେ ନିଶାମୁକ୍ତ ଅପରେସନ, ଗଞ୍ଜେଇ ଓ କଫ୍ ସିରପ୍ ସହ ୫ ଗିରଫ

ନୂଆପଡ଼ା ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଛି ବିଭିନ୍ନ ନିଶା କାରବାର । ଯେଉଁଥିରେ ପଥଭ୍ରଷ୍ଟ ହେଉଛନ୍ତି ଆଜିର ଯୁବପିଢ଼ି । ଯାହାକୁ ବନ୍ଦ କରିବା ପାଇଁ ନୂଆପଡା ଏସ୍‌ପିଙ୍କ ତତ୍ୱାବଧାନରେ ନୂଆପଡ଼ା ପୋଲିସ ତରଫରୁ ଆରମ୍ଭ କରାଯାଇଛି ଅପରେସନ ଶୁଦ୍ଧି । ନୂଆପଡ଼ା ଜିଲ୍ଲାର ୫ଟି ବ୍ଲକ୍

ଅସିତ ମହାପାତ୍ର ORERAର ନୂଆ ଅଧ୍ୟକ୍ଷ ନିଯୁକ୍ତ, ରାଜେନ୍ଦ୍ର ମିଶ୍ର ଏବଂ ଶ୍ୟାମସୁନ୍ଦର ଦାଶ ସଦସ୍ୟ ସାମିଲ

ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ (ORERA)ର ନୂତନ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଅସିତ କୁମାର ମହାପାତ୍ରଙ୍କୁ ORERAର ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି । ତାଙ୍କ ସହ ରାଜେନ୍ଦ୍ର ମିଶ୍ର ଏବଂ ଶ୍ୟାମସୁନ୍ଦର ଦାଶଙ୍କୁ ମଧ୍ୟ ସଦସ୍ୟ ଭାବରେ ORERA ସାମିଲ କରାଯାଇଛି ।

କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି, ଜେୱାରରେ ନିର୍ମାଣ ହେବ ଦେଶର ଷଷ୍ଠ ସେମିକଣ୍ଡକ୍ଟର ୟୁନିଟ୍

ଉତ୍ତର ପ୍ରଦେଶର ଜେୱାରରେ ପ୍ରତିଷ୍ଠା ହେବ ଭାରତର ଷଷ୍ଠ ସେମିକଣ୍ଡକ୍ଟର ୟୁନିଟ୍ । କେନ୍ଦ୍ର କ୍ୟାବିନେଟ୍ ବୁଧବାର ହୋଇଥବା ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୈଠକ ପରେ ସାମ୍ୱାଦିକ ସମ୍ମିଳନୀରେ କ୍ୟାବିନେଟ୍ ନିଷ୍ପତ୍ତି ବାବଦରେ ସୂଚନା

ମୋ ‘ସିନ୍ଦୂର’କୁ ଫେରାଇ ଆଣିଲେ ମୋଦୀ

ଶତ୍ରୁ ଦେଶରୁ ଫେରିଛନ୍ତି ସ୍ବାମୀ, ଫେରିଛି ପୁଅ । ପାକିସ୍ତାନ ମାଟିରେ ଦୀର୍ଘ ୨୧ ଦିନ ବିତାଇ ଶେଷରେ ସ୍ବଦେଶ ଫେରିଛନ୍ତି ବିଏସଏଫ ଯବାନ ପୂର୍ଣ୍ଣମ୍ କୁମାର ସ’ । ଯାହା ପରେ ଖୁସିରେ ଆତ୍ମହରା ହୋଇଛି ପରିବାର, ଆଉ ଆତ୍ମହରା ହୋଇଛନ୍ତି ତାଙ୍କ ପତ୍ନୀ ରଜନୀ ସ’ । ପାକିସ୍ତାନ ମାଟିରୁ ଭାରତ

ପାଟଣାଗଡ ପାର୍ସଲ ବୋମା ଘଟଣା : ରାୟ ସଂରକ୍ଷିତ

ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା । ମାର୍ଚ୍ଚ ୬ ତାରିଖରେ ପାଟଣାଗଡ ଏଡିଜେ କୋର୍ଟରେ ୬୩ ଜଣଙ୍କ ସାକ୍ଷ ଗ୍ରହଣ ପରେ ପୁଞ୍ଜିଲାଲଙ୍କ ବୟାନ ରେକର୍ଡ କରିଥିଲା । ଆଜି ତା’ର ନ୍ୟାୟିକ ପକ୍ରିୟା ସାରିଲା । ରାୟ ସଂରକ୍ଷିତ ରଖିଲେ ପାଟଣାଗଡ ଏଡିଜେ । କିଛି ସମୟ ପରେ ହୋଇପାରେ

ଚୀନ ଓ ତୁର୍କୀ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ

ସୀମା ପାର୍‌ ହୋଇ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରି ସେନା ଦ୍ୱାରା କରାଯାଇଥିବା ଆତଙ୍କବାଦୀ ବିରୋଧୀ ଅଭିଯାନ ସଂପର୍କରେ ଭୁଲ୍‌ ତଥ୍ୟ ଦେଇଥିଲା ଚୀନର ଏକ ଗଣମାଧ୍ୟମ ସଂସ୍ଥା। ଭାରତୀୟ ସେନା ପକ୍ଷରୁ ହୋଇଥିବା ‘ଅପରେସନ୍‌ ସିନ୍ଦୂର’ ସମ୍ପର୍କରେ କେନ୍ଦ୍ର ଦ୍ୱାରା ବର୍ଣ୍ଣନା