ପ୍ରଭାବଶାଳୀ ହେବ ପୁଲିସର କାର୍ଯ୍ୟଦକ୍ଷତା: ମୁଖ୍ୟମନ୍ତ୍ରୀ
ପୁଲିସର କାର୍ଯ୍ୟଦକ୍ଷତାକୁ ଆହୁରି ପ୍ରଭାବଶାଳୀ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ଆବଶ୍ୟକ ସମ୍ବଳ, ତାଲିମ ଏବଂ ଭିତ୍ତିଭୂମିର ବ୍ୟବସ୍ଥା କରାଯାଉଛି। ଆଜି କେନ୍ଦୁଝର ଟାଉନ ଥାନା ଓ ରିଜର୍ଭ କାର୍ଯ୍ୟାଳୟର ନୂତନ ଗୃହ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା!-->…
