ବିଜେପି ଆଡ଼କୁ ଢଳୁଛନ୍ତି କଂଗ୍ରେସ ନେତା କିଶୋର ପଟେଲ! ଆର୍ଏସ୍ଏସ୍ ଉତ୍ସବରେ ଅତିଥି ହେବା ପରେ ବଡ଼ଚର୍ଚ୍ଚା
ଓଡ଼ିଶା କଂଗ୍ରେସର ପୁରୁଖା ନେତା ତଥା ପୂର୍ବତନ ବାଚସ୍ପତି କିଶୋରଚନ୍ଦ୍ର ପଟେଲ ବିଜେପି ଆଡ଼କୁ ଢଳୁଛନ୍ତି କି? ଶନିବାର ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶହେବର୍ଷ ପୂର୍ତ୍ତି ଅବସରରେ ସୁନ୍ଦରଗଡ଼ ଭବାନୀଭବନ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପଟେଲ ଯୋଗଦେଇ ସଂଘକୁ…
