ମୋଦୀଙ୍କ ମନ୍ କି ବାତ ପହଲଗାମ କଥା
ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମନ୍ କି ବାତ୍ର ୧୨୧ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ପହଲଗାମ ଆତଙ୍କୀ ହମ୍ଲା ବିଷୟରେ ଚର୍ଚ୍ଚା କରିବା ସହ ପୀଡ଼ିତ ପରିବାରକୁ ନ୍ୟାୟ ଦେବାକୁ ଭରସା ଦେଇଛନ୍ତି ।ଦେଶବାସୀଙ୍କୁ ସମ୍ବୋଧିତ କରି!-->…
