ଭାରତର ପହଲଗାମ ଆକ୍ରମଣ ପ୍ରତିଶୋଧ, ପାକିସ୍ତାନ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ
ଭାରତ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ସିନ୍ଧୁ ନଦୀର ଜଳ ପ୍ରବାହ ବନ୍ଦ କରିଛି । ଭାରତ ସରକାର ଏହି ଆତଙ୍କବାଦୀ ହମ୍ଲାକୁ ନେଇ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ୧୯୬୦ ମସିହାରେ ସ୍ଥିରୀକୃତ ସିନ୍ଧୁ ଜଳ ଚୁକ୍ତିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଏହା!-->…
