ଇଡି ଅଫିସ ଆଗରେ ଯୁବ କଂଗ୍ରେସର ବିକ୍ଷୋଭ
ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ବରସ୍ଥିତ ଇଡି କାର୍ଯ୍ୟାଳୟ ଘେରଉ କରାଯାଇଛି। ଯୁବ କଂଗ୍ରେସର କର୍ମୀମାନେ ଏକ ଶୋଭାଯାତ୍ରାରେ ଇଡି ଅଫିସ ସମ୍ମୁଖରେ ପହଞ୍ଚି ସେଠାରେ ଥିବା ବ୍ୟାରିକେଡ୍କୁ ଭାଙ୍ଗି ଭିତରେ ପ୍ରବେଶ ଉଦ୍ୟମ କରିଥିଲେ। ଏହାକୁ ନେଇ ପୁଲିସ ଓ ଯୁବ କଂଗ୍ରେସ!-->…
