ଗୋଟିଏ ଗୀତ ପାଇଁ ନିଜର ୫୨ଟି ସ୍ବର ଦେଇ ଶ୍ରୋତାଙ୍କୁ ଚମକାଇ ଦେଇଥିଲେ ସୋନୁ
ସୋନୁ ନିଗମ ଜଣେ ଭାରତୀୟ ଗାୟକ ଅଟନ୍ତି। ଯିଏକି ଅନେକ ହିନ୍ଦୀ, ମରାଠୀ, ଓଡ଼ିଆ, ତେଲଗୁ, ତାମିଲ, କନ୍ନଡ ଓ ବଙ୍ଗଳା ସିନେମା ପାଇଁ କଣ୍ଠଦାନ କରିଛନ୍ତି। ସ୍ୱରର ଯାଦୁକର ଭାବରେ ବେଶ ଜଣାଶୁଣା ଥିବା ଗାୟକ ସୋନୁ ନିଗମଙ୍କ ଆଜି ୫୨ତମ ଜନ୍ମଦିନ । ସୋନୁ ନିଗମ ଇତିମଧ୍ୟରେ ଅନେକ ସ୍ମରଣୀୟ ଗୀତ!-->…
