ବୈଠକ ନେଇ ପ୍ରଭାତଙ୍କ ବିସ୍ଫୋରକ ବୟାନ ; କହିଲେ , ପାଣ୍ଡିଆନଙ୍କ ପ୍ରଭାବ ହ୍ରାସ କରିବାକୁ କରିଥିଲୁ ବୈଠକ
ୱାକଫ୍ ବିଲକୁ ନେଇ ସସ୍ମିତଙ୍କ ସମର୍ଥନ ପରେ ବିଜେଡିରେ ଧରପଗଡ । ବିଭିନ୍ନ ନେତାମାନେ ମେଳି ହୋଇ ସସ୍ମିତଙ୍କ ପଛର କାର୍ପଟଦାର କଥା ଆଲୋଚନା କରୁଥିବାବେଳେ ବୈଠକକୁ ନେଇ କିନ୍ତୁ ଆରମ୍ଭ ହୋଇଗଲାଣି ତୁମ୍ବିତୋଫାନ୍ । ଗୋଟେପଟେ ଯୁବ ନେତା ଓ ଅନ୍ୟପଟେ ବରିଷ୍ଠ ନେତାଙ୍କ ଭିନ୍ନ ଭିନ୍ନ ସ୍ଥାନରେ!-->…
