ଆନ୍ଧ୍ର ଓ ତେଲେଙ୍ଗାନାରେ ବର୍ଷା, ଓଡ଼ିଶାରେ ବଡ଼ ପ୍ରଭାବ
ପ୍ରବଳ ବର୍ଷାରେ ବେହାଲ ଆନ୍ଧ୍ର ଓ ତେଲେଙ୍ଗାନା । ଯାତାୟତ ଏକପ୍ରକାର ଠପ ହୋଇଥିବା ବେଳେ ଲଗାଣ ବର୍ଷାରେ କିଛି ନଦୀରେ ପାଣି ପ୍ରବାହିତ ହୋଇଥିବା ଦେଖିବାକୁ ମିଳିଛି । ଉଭୟ ରାଜ୍ୟରେ ଏକପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି । ପ୍ରବଳ ବର୍ଷା!-->…
