ରାସନ୍ କାର୍ଡକୁ ନେଇ ବଡ଼ ଖବର ; ‘କାହାର ବି କଟିବନି ରାସନ୍ କାର୍ଡ’
ଆପଣ ଯଦି, ରାସନ୍ କାର୍ଡରେ ଚାଉଳ ପାଉଛନ୍ତି । ଆଉ ରାସନ୍ କାର୍ଡ କଟିଯିବ ବୋଲି ଦ୍ୱନ୍ଦ୍ୱରେ ଅଛନ୍ତି । ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ଖୋଦ୍ ଯୋଗାଣ ମନ୍ତ୍ରୀ କହିଛନ୍ତି, କାହାର ବି କଟିବନି ରାସନ୍ କାର୍ଡ । ଗାଁ ମାନଙ୍କରେ ମାସକୁ ୧୦ ହଜାର ଆଉ ସହରରେ ମାସକୁ ୧୫ ହଜାର!-->…
