ଭୁବନେଶ୍ୱରରେ ମାତିଛନ୍ତି ନିଶା ବେପାରୀ, ଜାଲରେ ପଡ଼ୁଛନ୍ତି ଯୁବପିଢ଼ି
ନୀଳ ଜହରର ଏ ନୀଳ ଇଲାକା । ଚା’ ସାଙ୍ଗରେ ଜମୁଥିଲା ଗ୍ରୀନ୍ ଗ୍ରୀନ୍ ସିଗାରେଟ୍ । ଖାଲି ଗଞ୍ଜେଇ ନୁହେଁ, ଏବେ ରାଜଧାନୀ ପାଲଟିଛି ନିଶା କାରବାରର ଆଡାସ୍ଥଳୀ । ବେପାରୀ ବିଛାଉଛନ୍ତି ଜାଲ, ଫାଶରେ ପଡ଼ୁଛନ୍ତି ଯୁବପିଢ଼ି । ଏଇ ମାତ୍ର ୨ ଦିନରେ ରାଜଧାନୀ ଭୁବନେଶ୍ୱରରୁ ଜବତ ହେଲାଣି ବଣ୍ଡଲ!-->…
