ଆଜି ବି ଅଚଳ ବିଧାନସଭା, ଗୃହରେ ଘଣ୍ଟ-ପେଁକାଳୀ ବଜାଇଲେ କଂଗ୍ରେସ ବିଧାୟକ
ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ବିଧାନସଭାରେ ବାଜିଲା ଘଣ୍ଟ, ପେଁକାଳୀ । କଳା ପୋଷାକରେ ଗୃହ ଭିତରେ ଘଣ୍ଟ ବାଡ଼େଇଲେ କଂଗ୍ରେସ ସଦସ୍ୟ । ଫଳରେ ଆଜି ପୁଣି ଅଚଳ ହୋଇଛି ବିଧାନସଭା । ନାରୀ ସୁରକ୍ଷା ପ୍ରସଙ୍ଗରେ ଗୃହରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିଛନ୍ତି କଂଗ୍ରେସ ବିଧାୟକ । କଳା!-->…
