ମଟନ ନାଁରେ ଗୋମାଂସ ଦେଉଥିଲେ, ସାକ୍ଷୀଗୋପାଳ ପାଖ ଜୟା ହୋଟେଲ ସିଲ୍
ହୋଟେଲରେ ଖାଉଥିଲେ ସାବଧାନ । କାରଣ ବିଶ୍ବାସରେ ହୋଟେଲରେ ଲୋକେ ମଟନ ଖାଉଥିଲେ ହେଲେ ଜଣାନଥିଲା ଯେ ତାଙ୍କୁ ଦିଆଯାଉଛି ଗୋମାଂସ । ଏଭଳି ସଙ୍ଗୀନ ଅଭିଯୋଗ ହେବା ପରେ ଆଜି ସକାଳୁ ଜୟା ହୋଟେଲକୁ ସିଲ କରିଛି ପୋଲିସ । ଏହାସହ ଏହି ହୋଟେଲରୁ ଅନ୍ୟତ୍ର ପାର୍ସଲ ନେଉଥିବା ହୋଟେଲ ସହାୟକଙ୍କୁ!-->…
