ବିଧାନସଭାରେ ମାହାଙ୍ଗା ତାତି
ବିଧାନସଭାରେ ଉଠିଲା ମାହାଙ୍ଗା ତାତି । ମୁହାଁମୁହିଁ ହେଲେ ଅରୁଣ-ସାରଦା । ଶୁକ୍ରବାର ଶୂନ୍ୟକାଳରେ ମାହାଙ୍ଗା ରାଜନୀତି ପ୍ରସଙ୍ଗ ଉଠାଇ ଏହି ଦୁଇ ବିଧାୟକ ଗୃହକୁ ସରଗରମ କରିଛନ୍ତି । ଜଣେ ପ୍ରଶ୍ନ ବାଢ଼ିଥିଲେ, ତ ଆଉ ଜଣେ ରଖିଥିଲେ କଡ଼ା ଉତ୍ତର । ବିଧାୟକ ଅରୁଣ ସହୁ କହିଛନ୍ତି, ଆନ୍ଦୋଳନ!-->…
