ଚୋରି କରିବାକୁ ଓଜନ କମାଉଥିଲା ସ୍ପାଇଡର; ରଖିଥିଲା ଟ୍ରେନର
ସତୀଶ ରେଡ୍ଡି ଓରଫ ସ୍ପାଇଡର୍ ସତୀଶ। ଘର ବିଶାଖାପାଟନମ୍। ୨୦୧୩ରୁ ଚୋରି ବିଦ୍ୟାକୁ କ୍ୟାରିୟର କରିଥିଲା ସେ। ଚୋରି ଫଣ୍ଡା ବି ପୂରା ହାଇଟେକ୍। ୟୁଟ୍ୟୁବ ଦେଖି ବଡ଼ ବଡ଼ିଆଙ୍କ ତଥ୍ୟ ସଂଗ୍ରହ କରୁଥିଲା ଏବଂ ଗୁଗୁଲ୍ ମ୍ୟାପ୍ ଦେଖି ଠିକଣା ଜାଗାରେ ପହଞ୍ଚୁଥିଲା। ଯେତେ ଉଚ୍ଚ ଘରର କାନ୍ଥ ହେଉ ଅବା!-->…
