ବାରବାଟୀ ଟିକେଟ୍ କାଉଣ୍ଟର ଆଗରେ ଅସମ୍ଭାଳ ଭିଡ଼, ଦଳାଚକଟା ସ୍ଥିତି : ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ନାକେଦମ୍
ବାରବାଟୀରେ କ୍ରିକେଟ୍ କ୍ରେଜ୍ । ଟିକେଟ୍ କିଣିବାକୁ କାଉଣ୍ଟର ବାହାରେ କ୍ରିକେଟ୍ ପ୍ରେମୀଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଲୋକଙ୍କ ମଧ୍ୟରେ ଠେଲାପେଲା ସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି । ଗହଳିରେ ଅସୁସ୍ଥ ହେଲେ କ୍ରିକେଟ୍ପ୍ରେମୀ ।
ବାରବାଟୀ ଦିନିକିଆ ପାଇଁ ସାଧାରଣ!-->!-->!-->…
