Odia News Portal
Browsing Tag

swadhikar

ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୨ ଗିରଫ; ମୃତକଙ୍କ ପରିବାରକୁ ଆର୍ଥକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୨୪ ଘଣ୍ଟା ପାଇଁ ଭଦ୍ରକର ୫ଟି ସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ। ଭଦ୍ରକ ଵ୍ଲକ ଓ ପୌରପାଳିକା, ତିହିଡି ବ୍ଲକ, ଧାମନଗର ଵ୍ଲକ ଓ NAC ଅଞ୍ଚଳରେ ଇଣ୍ଟରନେଟ ସେବା ଵନ୍ଦ ରହିଛି। ୧୨ତାରିଖ ସକାଳ ୬ଟାରୁ ୧୩ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ ସେବା। ଗୋଷ୍ଠୀ ସଂଘର୍ଷରୁ ଯୁବକଙ୍କ

ସରସ୍ବତୀ ଶିଶୁ ମନ୍ଦିର ଭିତ୍ତିଭୂମିର ବିକାଶ ପାଇଁ ସରକାର ଉଦ୍ୟମ କରିବେ: ମୁଖ୍ୟମନ୍ତ୍ରୀ

ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଆନୁକୂଲ୍ୟରେ ସରସ୍ଵତୀ ବିଦ୍ୟା ମନ୍ଦିର କେଶବଧାମ, ଗତିରାଉତପାଟଣା, କଟକଠାରେ ଅନୁଷ୍ଠିତ ପ୍ରାଦେଶିକ ପ୍ରଧାନାଚାର୍ଯ୍ୟ ସମ୍ମିଳନୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗରିମାମୟ ଉପସ୍ଥିତିରେ ସମାବେଶ ବେଶ୍ ମୁଖରିତ ହୋଇଉଠିଥିଲା ।

ଜାମିନରେ ଗଲେ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ

ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଆଜି ଏସଡ଼ିଜେଏମ୍ କୋର୍ଟରେ ହାଜର ହୋଇ ଜାମିନରେ ଯାଇଛନ୍ତି। ଆଜି ସକାଳୁ ସକାଳୁ ଲୁଚି ଛପି ସେ କୋର୍ଟରେ ହାଜର ହୋଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ସେ ଏସଁଡିଜେଏମ କୋର୍ଟରେ ହାଜର ହୋଇଥିଲେ। ଏହି କୋର୍ଟରେ ୫୦ ହଜାର

ସ୍ନାନ କଲେ ଚତୁର୍ଦ୍ଧା ମୂରତି ; ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଇଲେ ଗରାବଡ଼ୁ ସେବାୟତ

ଆରମ୍ଭ ହେଲା ଚାରି ଠାକୁରଙ୍କ ମହାସ୍ନାନ ନୀତି । ସୁନା କୂଅରୁ ଗରା ଗରା ପାଣି ଆଣି ମହାପ୍ରଭୁଙ୍କୁ ସ୍ନାନ କରାଉଛନ୍ତି ସେବାୟତ । ପୂଜାପଣ୍ଡା ସାମନ୍ତ ଠାକୁରଙ୍କ ମସ୍ତକରେ ପ୍ରଥମେ ସୁବାସିତ ଜଳ ଅର୍ପଣ କରିବା ପରେ ସେବାୟତମାନେ ତାଙ୍କୁ ସ୍ନାନ କରିବା କାର୍ଯ୍ୟ ଆରମ୍ଭ କରିଥିଲେ ।

ମାଲ୍ ବାହୀ ଟ୍ରେନ୍ ଧକ୍କାରେ ଗାଡି ମାଲିକଙ୍କ ମୃତ୍ୟୁ

କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାଦଗଡ ରେଳ ଫାଟକ ଠାରୁ ୮ମିଟର ଦୂରତା ରେଳ ଧାରଣା ନିକଟରେ ମାଲ୍ ବାହୀ ଟ୍ରେନ ଧକ୍କାରେ ଜଣେ ଗାଡି ମାଲିକଙ୍କ ମୃତ୍ୟୁ ଘଟିଛି।ମୃତକ ଜଣଙ୍କ ହେଲେ ଗୋବର୍ଦ୍ଧନ ପଞ୍ଚାୟତ ଗୋବର୍ଦ୍ଧନ ଗ୍ରାମର ରବିନାରାୟଣ ଦେଓଙ୍କ ପୁଅ ଲୋକନାଥ ଦେଓ (୩୫)।

ଯୁବକଙ୍କ ଗଳାକାଟି ବୀଭତ୍ସ ହତ୍ୟା, ଘର ନିକଟରେ ମୃତଦେହ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ

ଯୁବକଙ୍କ ଗଳାକାଟି ବୀଭତ୍ସ ହତ୍ୟା । ଘର ନିକଟରେ ମୃତଦେହ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ । ହତ୍ୟାର କାରଣ ଅସ୍ପଷ୍ଟ । ପୋଲିସର ତଦନ୍ତ ଜାରି । ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ମନାପାଲି ଗାଁ ଲଦ୍ରପଡାର ଅଶୋକ

ଲୀଳାମୟଙ୍କ ଦର୍ଶନ କରି ଭାବବିହ୍ବଳ ହେଲେ ମୁଖ୍ୟମନ୍ତ୍ରୀ

ଆଜି ଅର୍ଥାତ୍‌ ବୁଧବାର ସ୍ନାନପୂର୍ଣ୍ଣିମା। ଭକ୍ତିମୟ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ବଡ଼ଦାଣ୍ଡ ଏକପ୍ରକାର ଲୋକାରଣ୍ୟ ହୋଇଛି। ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନବେଦିରେ ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ମହାପ୍ରଭୁଙ୍କ ଏହି ଦିବ୍ୟ ଦର୍ଶନ

ହଟିଲା ସମସ୍ତ କଟକଣା, ବିକ୍ରି ହୋଇପାରିବ ୫ ହଜାର ୨ଶହ ବର୍ଗଫୁଟ୍‌ର ପାର୍ଟ ପ୍ଲଟ୍

ରାଜ୍ୟରେ ହଟିଲା ପାର୍ଟ ପ୍ଲଟ୍ ବିକ୍ରି ପାଇଁ ସମସ୍ତ କଟକଣା । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ପାର୍ଟ ପ୍ଲଟ୍ ବିକ୍ରି ପାଇଁ ସଂପୂର୍ଣ୍ଣ ବାଟ ବନ୍ଦ ଥିଲା । ଝିଅ ବାହାଘର, ଉଚ୍ଚ ଶିକ୍ଷା ପାଇଁ

ଭଡ଼ାଟିଆ ନପାରିଥିଲେ ନିଜେ ପାହାଡ଼ ତଳକୁ ‌ସ୍ବାମୀଙ୍କୁ ଠେଲିଦେବେ ବୋଲି ପ୍ରେମିକକୁ କହିଥିଲେ ସୋନମ

ମେଘାଳୟର ହନିମୁନ୍‌-ହତ୍ୟାକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ମିଳିବାରେ ଲାଗିଛି। ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ମହିଳା ସୋନମ ରଘୁବଂଶୀ ତାଙ୍କ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିବାକୁ ଏତେ ଦୃଢ଼ ନିଷ୍ପତ୍ତି ନେଇଥିଲେ ଯେ ଯଦି ଭଡାଟିଆ ଲୋକମାନେ ବିଫଳ

ମଞ୍ଚସ୍ନାନ କରିବେ ଚତୁର୍ଦ୍ଧା ମୂରତି । ଆଜି ମଞ୍ଚ ଉପରେ ହେଉଛି ମନ୍ଦିର ଭିତରର ନୀତିକାନ୍ତି

ଆଜି ଚାରି ଠାକୁରଙ୍କ ପାଇଁ ଉଦ୍ଦିଷ୍ଟ ସ୍ନାନ ବେଦି ଉପରେ ଅନୁଷ୍ଠିତ ହେଉଛି ମନ୍ଦିର ଭିତରେ ହେଉଥିବା ନୀତିକାନ୍ତି । ସକଳ ଭକ୍ତ ସନ୍ଦର୍ଶନ କରୁଛନ୍ତି ସେସବୁ ନୀତି । ସମସ୍ତ ନୀତି ଶେଷ ପରେ ସୁବାସିତ ଜଳରେ ସ୍ନାନ କରିବେ ଠାକୁର । ସ୍ନାନ ବେଦିକୁ ଆସିବା ପରେ