କୁହୁଡ଼ି ଖାଇଗଲା ସୁନା ଫସଲ
ଦିନକୁ ଦିନ ବଢିବାକୁ ଲାଗିଛି କୁହୁଡିର ମାତ୍ର, କୁହୁଡା ପାଇଁ ଚିନ୍ତାରେ ପଡିଛନ୍ତି ପରିବା ଚାଷୀ । ପୋଡିଯାଉଛି ପରିବାଗଛର ପତ୍ର ଓ ଫୁଲ ଏବଂ ନଷ୍ଟ ହୋଇ ପଚିଯାଉଛି ଏକର ଏକରଚାଷଜମିର ପରିବା ।
ଫୁଲକୋବି ଠୁ ଆରମ୍ଭ କରି ବାଇଗଣ, ଜହ୍ନି, କଲରା, କାକୁଡି, ବନ୍ଧାକୋବି ଭଳି ପରିବା ଫସଲ!-->!-->!-->…
