Odia News Portal
Browsing Tag

swadhikar

ନବ ଦାସ ହତ୍ୟାକାଣ୍ଡ ମାମଲା, ସରକାର ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ: ପୃଥ୍ବୀରାଜ ହରିଚନ୍ଦନ

ନବ ଦାସ ହତ୍ୟାକାଣ୍ଡ ମାମଲାରେ ସରକାର ଶୀଘ୍ର ନିଷ୍ପତ୍ତି ନେବେ। ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସୁଛି। ଏଭଳି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ ଆହୁରି କହିଛନ୍ତି, ପୂର୍ବ ସରକାର ସମୟରେ ଭୟର ବାତାବରଣ ଥିବାରୁ ଅନେକ ଲୋକ ମୁହଁ ଖୋଲୁନଥିଲେ, ଏପରିକି ନବ

କମିଶନରେଟ୍ ପୋଲିସର ଆକ୍ସନ, ଗାଡିକୁ କଟା ହେଲା ମୋଡିଫାଏଡ୍ ସାଇଲେନସର୍

ବିକଟାଳ ଶବ୍ଦ କରୁଥିବା ଗାଡି ବିରୋଧରେ ଆକ୍ସନ । କମିଶନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ମୋଡିଫାଏଡ ସାଇଲେସନସର ଲଗାଇଥିବା ଯୁବକଙ୍କ ବାଇକ୍‌କୁ ଜବତ କରାଯାଇଛି । ଏହାସହିତ ମୋଡିଫାଏଡ ସାଇଲେନସର ପାଇପ୍‌କୁ ବି କଟାଯାଇଛି ।  ଖବର ଅନୁଯାୟୀ, ବାଇକ୍‌ରେ କିଛି

ମିଲରମାନେ ଚାଷୀମାନଙ୍କୁ ହଇରାଣ କରନ୍ତୁ ନାହିଁ, ନଚେତ୍ ଦୃଢ଼ କାର୍ଯ୍ୟାନୁଷ୍ଠାନ

ମିଲରମାନଙ୍କୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଚାଷୀମାନଙ୍କୁ ମିଲରମାନେ ହଇରାଣ କରନ୍ତୁ ନାହିଁ। ଯେଉଁମାନେ  ଏ ନୀତି ଆପଣେଇବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୂଚନା ଅନୁଯାୟୀ ରାଜ୍ୟରେ ଧାନ ସଂଗ୍ରହ

ରାଜଧାନୀରେ ସିରିଜ୍‌ ଦୁର୍ଘଟଣା, ମୋ ବସ୍‌କୁ ପିଟିଲା ଆଉ ଏକ ମୋ ବସ୍‌

ରାଜଧାନୀରେ ପୁଣି ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ୱର ରାଜମହଲ ଛକ ନିକଟରେ ପଛକୁ ପଛକୁ ପିଟି ହେଲା ଦୁଇଟି ବସ୍‌ । ଦୁର୍ଘଟଣାରେ କେତେ ଜଣ ଆହତ ହୋଇଥିବା ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ହେଲେ ଦୁର୍ଘଟଣା ପରେ ରାସ୍ତା ଜାମ୍‌ ହୋଇଛି ।  ଖବର ଅନୁଯାୟୀ, ଗୁରୁବାର ଦିନ ସକାଳ ସମୟରେ

JSW ଫାଉଣ୍ଡେସନ ଦ୍ୱାରା ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ

ଯୋଡ଼ା: କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଉଥିବାରୁ, JSW ଫାଉଣ୍ଡେସନ୍ ତରଫରୁ ବାସହୀନଙ୍କ ପାଇଁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ଦାନ ଆଉ ପ୍ରୟାସର ଏକ ଅଂଶ l କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାର DIZ ଅଞ୍ଚଳରେ ସମାଜର ଅବହେଳିତ ସଦସ୍ୟ

ଉପରାଷ୍ଟ୍ରପତି-ଗୃହମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ରାଜ୍ୟପାଳ

ଓଡ଼ିଶା ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ବୁଧବାର ଦିନ ନୂଆଦିଲ୍ଲୀରେ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ଭେଟିଛନ୍ତି।  ଉପରାଷ୍ଟ୍ରପତିଙ୍କୁ ଭେଟିବା ପୂର୍ବରୁ ଓଡିଶା ରାଜ୍ୟପାଳ ହରିବାବୁ କମ୍ଭମପତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଏବଂ

ପ୍ରବାସୀ ଓଡ଼ିଆ ମହିଳା ପାଇବେ ‘ସୁଭଦ୍ରା’: ଶୀଘ୍ର ଆବେଦନ କରିବାକୁ ରାଜ୍ୟ ସରକାରଙ୍କ ଆହ୍ବାନ

ରାଜ୍ୟ ବାହାରେ ଥିବା ବହୁ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା। ଜିଲ୍ଲାଭିତ୍ତିକ ସମୀକ୍ଷା ସମୟରେ ଦେଶାନ୍ତର ପାଇଁ ଅନେକ ମହିଳା ଏଥିପାଇଁ ଆବେଦନ କରିପାରି ନ ଥିବା ନଜରକୁ ଆସିଛି। ତେଣୁ ବାହାରେ ରହୁଥିବା ମହିଳାମାନେ ତୁରନ୍ତ ଏଥିପାଇଁ ଆବେଦନ କରନ୍ତୁ। ନୂଆ ଆବେଦନ କରିବାକୁ ଚାହୁଁଥିବା

ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ

10ଟି ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ସୂଚନା ଦେଇଛନ୍ତି । ଛୁଆଙ୍କ ସହିତ ଧୋକା- 5T ନାଁରେ ରୂପାନ୍ତରୀକରଣ କରି ସ୍ମାର୍ଟସ୍କୁଲ ଯୋଜନା ଠିକ୍ ନଥିଲା । ପିଲାମାନଙ୍କର ଭବିଷ୍ୟତ ସହିତ ଧୋକା ହୋଇଛି । ଡିପିଆର ପ୍ରସ୍ତୁତ

ପାଚକ ପାଚିକାଙ୍କ ଦରମା ବଢିଲା

ବଢିଲା ପାଚକ, ପାଚିକାଙ୍କ ଦରମା ମାସିକ ପାରିଶ୍ରମିକ ୩୦୦୦ ଟଙ୍କାକୁ ବୃଦ୍ଧି । ଉପକୃତ ହେବେ ପି. ଏମ ପୋଷଣ ଯୋଜନାରେ କାମ କରୁଥିବା ୧.୧୨ ଲକ୍ଷ ପାଚକ, ପାଚିକା । ଏଥିପାଇଁ ରାଜ୍ୟ ସରକାରଙ୍କୁ ବର୍ଷକୁ ଅତିରିକ୍ତ ୧୧୨ କୋଟି ଟଙ୍କା ବ୍ୟୟ କରିବାକୁ ପଡିବ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପ୍ରତି ପଞ୍ଚାୟତରେ ଖୋଲାଯିବ ଆଦର୍ଶ ବିଦ୍ୟାଳୟ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ବୁଧବାର ଲୋକସେବା ଭବନରେ ବସିଥିବା କ୍ୟାବିନେଟ୍ ବୈଠକରେ 10 ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ୱାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି । ଏହାସହ ପୂର୍ବ ସରକାରଙ୍କ ଯୋଜନାକୁ