ବିଜେଡି ଏବେ ନିଜେ ପକାଇଥିବା ଛେପ ନିଜେ ଢୋକୁଛି: ସମୀରରଞ୍ଜନ ଦାଶ
ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ଉପରୁ ବିଜେଡି ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଏବେକାର ବିଜେପି ନେତା ସମୀରରଞ୍ଜନ ଦାଶ। ସେ କହିଛନ୍ତି, ସୁଧାଂଶୁ ଶେଖର ପରିଡ଼ାଙ୍କ ବହିଷ୍କାର ଆଦେଶ ବିଜେଡି ଲାଗି!-->…
