୩ ଯୁଦ୍ଧ ଜାହାଜ ସମର୍ପିତ – ପ୍ରଧାନମନ୍ତ୍ରୀ
ଭାରତୀୟ ନୌସେନାରେ ଯୋଡି ହେଲା ୩ ଯୁଦ୍ଧ ଜାହାଜ । ଆଇଏନଏସ ସୁରତ , ଆଇଏନଏସ ନୀଳଗିରି , ଆଇଏନଏସ ବାଘଶୀର ସାମିଲ ହୋଇଛି । ମୁମ୍ବାଇ ନାଭାଲ ଡକୟାର୍ଡରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ନୌସେନା ପାଇଁ ଐତିହାସିକ ଦିନ !-->…
