ପ୍ରେମ ବିବାହ କଲେ ବୋଲି ନିର୍ଯାତନା ; ହଳରେ ବାନ୍ଧି ବଳଦ ଭଳି ବୁଲାଇଲେ ଗାଁଲୋକ
ପ୍ରେମ ବିବାହ କଲେ ବୋଲି ଅକଥନୀୟ ନିର୍ଯାତନା । ଗାଁରେ ଦେଖିବାକୁ ମିଳିଲା କଙ୍ଗାରୁ କୋର୍ଟର ଚିତ୍ର । ବଳଦ ବଦଳରେ ପ୍ରେମୀ ଯୁଗଳଙ୍କୁ ଲଙ୍ଗଳରେ ଯୋଚି ହଳ ବୁଲାଇଛନ୍ତି ଗାଁର ଲୋକ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କଂଜାମଯୋଡ଼ି ଗାଁରେ ଯୁବକ ଯୁବତୀଙ୍କୁ ଦିଆଯାଇଛି ଏହିଭଳି!-->…
