Odia News Portal
Browsing Tag

swadhikar

ଯୁବତୀ ଅପହରଣ ପଛରେ ତ୍ରିକୋଣୀୟ ପ୍ରେମ, ନାଟକ ରଚିଥିଲେ ଏକ୍ସ ବୟଫ୍ରେଣ୍ଡ

ମୈତୀବିହାର ଯୁବତୀ ଅପହରଣ ଘଟଣାରେ ନୂଆ ଟ୍ୱିଷ୍ଟ । ଶେଷରେ ଘରକୁ ଫେରିଲେ ଅପହୃତ ଯୁବତୀ । ଘରକୁ ଫେରିବା ପରେ ଏକ ନିବୃତ୍ତ ସ୍ଥାନରେ ପଚରାଉଚରା କରୁଛି ପୋଲିସ । ତେବେ ଯାହା ଜଣାପଡିଛି ତ୍ରିକୋଣିଆ ପ୍ରେମ ପାଇଁ ଅପହରଣ ନାଟକ ରଚିଥିଲେ ପୂର୍ବତନ ପୁରୁଷ ବନ୍ଧୁ । ଏହାସହ ଅପହରଣକାରୀକୁ ଖୋଜିବା

ଅଦିନିଆ ବର୍ଷା ଘଟାଇଥିବା କ୍ଷୟକ୍ଷତିର ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଅଦିନିଆ ବର୍ଷା ଘଟାଇଥିବା କ୍ଷୟକ୍ଷତିର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରାଥମିକ ଆକଳନ କରି ୩ ଦିନ ଭିତରେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ

ରାଜଧାନୀରେ ଚାଞ୍ଚଲ୍ୟ: ଯୁବକଙ୍କୁ ହାଣି ଯୁବତୀଙ୍କୁ ଅପହରଣ ଅଭିଯୋଗ

ରାଜଧାନୀ ଭୁବନେଶ୍ବରର ମୈତ୍ରୀ ବିହାର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜି ସକାଳେ ଆକାଶ ସିଂହ ନାମକ ଜଣେ ଯୁବକଙ୍କୁ ହାଣି ଯୁବତୀଙ୍କୁ ଅପହରଣ ଅଭିଯୋଗ ହୋଇଛି। ଯୁବକ ଆକାଶ ସିଂହଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ସୂଚନା

୩ ଦିନ ଭିତରେ  ସରିବ କ୍ଷୟକ୍ଷତି ଆକଳନ  – ମନ୍ତ୍ରୀ

ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ବଡ ପ୍ରତିକ୍ରିୟା ରଖିଛନ୍ତି ା କହିଛନ୍ତି ଧାନ ନଷ୍ଟ ନେଇ ରିପୋର୍ଟ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୩ ଦିନ ଭିତରେ ସରିବ କ୍ଷୟକ୍ଷତି ଆକଳନ ।

ପ୍ରଧାନମନ୍ତ୍ରୀଙ୍କୁ ମିଳିଲା କୁଏତର ସର୍ବୋଚ୍ଚ ସମ୍ମାନ

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା କୁଏତର ସର୍ବୋଚ୍ଚ ବେସାମରିକ ସମ୍ମାନ। ଦୁଇ ଦିନିଆ କୁଏତ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଜି ଏହାର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍‌ ମୁବାରକ୍‌ ଅଲ୍‌-କବୀର’ ପ୍ରଦାନ କରାଯାଇଛି। ଏହା ହେଉଛି କୌଣସି ଦେଶ ଦ୍ୱାରା ପ୍ରଧାନମନ୍ତ୍ରୀ

ପଦାକୁ ଆସିଲା ବିଜେଡି ହାରିବାର କାରଣ

ନବୀନ ପଟ୍ଟନାୟକଙ୍କ ଜୀବନୀ ଉପରେ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ଦ୍ୱାରା ଲିଖିତ ପୁସ୍ତକର ପରିବର୍ଦ୍ଧିତ ସଂସ୍କରଣରେ ଚାଞ୍ଚଲ୍ୟକର ତଥ୍ୟ। ପାଣ୍ଡିଆନ୍ ପଜଲ ସହ କିଏ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାନକୁହା, ସେ କଥା ଲେଖିଛନ୍ତି ରୁବେନ୍ ବାନାର୍ଜୀ। ଭି କେ ପାଣ୍ଡିଆନଙ୍କ

ପ୍ରବାସୀ ଦିବସ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ: ମନ୍ତ୍ରୀ

ପ୍ରବାସୀ ଦିବସ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଆଇନ ମନ୍ତ୍ରୀ କହିଛନ୍ତି । ତେବେ ସୂଚନା ଅନୁଯାଇ , ପ୍ରବାସୀ ଭାରତୀୟ ଦିବସ ପାଇଁ ଚାଲିଛି ପ୍ରସ୍ତୁତି । ଜାନୁଆରୀ ୧ , ୨ ଓ ୩ ରେ ଚୂଡାନ୍ତ ସମୀକ୍ଷା ହେବ। ଏ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ପୂର୍ବତନ ‘ଭୁବନେଶ୍ୱର ମଧ୍ୟ’ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ

ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କର ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ତେବେ ତାଙ୍କର ମୃତ୍ୟୁ କେମିତି ହେଲା, ତାହା ସ୍ପଷ୍ଟ ହୋଇପାରିନାହିଁ। ମିଳିଥିବା ସୂଚନା

ଏମକେସିଜି ମେଡିକାଲରେ ଉତ୍ତେଜନା:ପିଜି ଛାତ୍ର ଆହତ

 ବ୍ରହ୍ମପୁର ଏମକେସିଜି ମେଡିକାଲରେ ପୁଣି ଉତ୍ତେଜନା । ସିନିଅର ରେସିଡେଣ୍ଟଙ୍କ ମାଡ଼ରେ ଜଣେ ପିଜି ଛାତ୍ର ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ୫ ଜଣ ସିନିଅର ରେସିଡେଣ୍ଟଙ୍କ ନାଁରେ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଛନ୍ତି ପିଜି ଛାତ୍ର । ଘଟଣାକୁ ନେଇ

ପହିଲାରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ଆରମ୍ଭ

ଜାନୁଆରୀ ୧ ତାରିଖରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡି ଦର୍ଶନ। ଏଥିପାଇଁ ଡିସେମ୍ବର ୩୦ ଓ ୩୧ ତାରିଖରେ ଟ୍ରାଏଲ କରାଯିବ ବୋଲି ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା ହୋଇଯିବ । ଶନିବାର