2ଟି ସେଟରେ ନାମାଙ୍କନ ଭରିଛନ୍ତି ସୁଜିତ କୁମାର
ନାମାଙ୍କନ ଭରିଲେ ସୁଜିତ କୁମାର । ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ସୁଜିତ କୁମାର ଦାଖଲ କରିଛନ୍ତି ନାମାଙ୍କନ ପତ୍ର । 2ଟି ସେଟରେ ନାମାଙ୍କନ ଭରିଛନ୍ତି ସୁଜିତ କୁମାର । ସୁଜିତଙ୍କ ପାଇଁ 30 ଜଣ ପ୍ରସ୍ତାବକ ଅଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ!-->…
