Odia News Portal
Browsing Tag

swadhikar

୧୬ରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ରତ୍ନଭଣ୍ଡାର କୁ ନେଇ ବଡ ଖବର । ଆସନ୍ତା ୧୬ ରୁ ଆରମ୍ଭ ହୋଇପାରେ ରତ୍ନଭଣ୍ଡାର ମରାମତି କାମ । ଏ ନେଇ ୨ ଦିନରେ ବସିବ ବୈଠକ । ମରାମତି ପାଇଁ ଦିନକୁ ୫ ଘଣ୍ଟାର ସମୟ ଆବଶ୍ୟକ ।  ଜୁଲାଇ ମାସରେ ଖୋଲାଯାଇଥିଲା ରତ୍ନଭଣ୍ଡାର । ତେବେ ୧୬ ରୁ ଆରମ୍ଭ ହେବା ନେଇ ଏ ଯାଏଁ କୌଣସି ସ୍ପଟତା ମିଳିନାହିଁ ।

ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ଓଡିଶା ହାଇକୋର୍ଟ

ଓଡ଼ିଶା ପୁଲିସର ବିଭିନ୍ନ ବାଟାଲିୟନ୍‌ରେ ସିପାହୀ ଓ କନଷ୍ଟେବଳ ନିଯୁକ୍ତି ପାଇଁ ଆଶାୟୀଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ସିପାହୀ ଓ କନଷ୍ଟେବଳ ପଦ ପାଇଁ ଥିବା ଧାର୍ଯ୍ୟ ସର୍ବାଧିକ ବୟସ ସୀମା ୬ ବର୍ଷ ଅଧିକ ବୃଦ୍ଧି କରିବାକୁ ରାୟ ଦେଇଛନ୍ତି ହାଇକୋର୍ଟ। ତେବେ ଏହା କେବଳ ଚଳିତ ଥର ପାଇଁ ଲାଗୁ

କଫ୍ ସିରପ ଜବତ : ୫ ଗିରଫ

ସମ୍ବଲପୁର ଜିଲ୍ଲା ଝାଙ୍କରପଡାରୁ ୧୪୪୦ ବୋତଲ କଫ ସିରପ ଜବତ ହୋଇଛି । ୫ ଜଣ ଗିରଫ ହୋଇଛନ୍ତି ।  ଧନୁପାଲି ଥାନା ସିଟି ଷ୍ଟେସନ ନିକଟ ଝାଙ୍କରପଡାରୁ ଜବତ କରାଯାଇଛି । କୋଲକାତାରୁ ସମ୍ବଲପୁରକୁ ଚୋରାଚାଲାଣ ବେଳେ ଧରାପଡିଲା । ପୋଲିସ କାର ,ସ୍କୁଟିକୁ ଜବତ କରି ୫ ଜଣଙ୍କୁ ଗିରଫ କରି ପଚରା ଉଚରା

ହୀରାକୁଦ ବନ୍ୟପ୍ରାଣୀ ଏସିଏଫଙ୍କ ଘରୁ ନଗଦ ସାଢ଼େ ୧୪ ଲକ୍ଷ ଟଙ୍କା ଜବତ

ଭିଜିଲାନ୍ସ ଜାଲରେ ପଡ଼ିଥିବା ସମ୍ବଲପୁର ଜିଲ୍ଲା ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ ରେବତୀ ରମଣ ଯୋଶୀଙ୍କ ସରକାରୀ ବାସଭବନରୁ ମିଳିଛି ନଗଦ ସାଢ଼େ ୧୪ ଲକ୍ଷ ଟଙ୍କା। ସେ କାହିଁକି ଏବଂ କେଉଁଠାରୁ ଏତେ ପରିମାଣର ନଗଦ ଟଙ୍କା ଆଣି ଘରେ ରଖିଥିଲେ ସେନେଇ ଭିଜିଲାନ୍ସକୁ ସନ୍ତୋଷଜନକ ଉତ୍ତର

ରାଜ୍ୟ ସଭା ରୁ ବାହାରିଲା ବିଡା ବିଡା ଟଙ୍କା

ଆଜି ରାଜ୍ୟସଭା ରେ ଜଣେ ସାଂସଦ ଙ୍କ ଆସନ ତଳୁ ବିଡା ବିଡା ଟଙ୍କା ମିଳିବା ଘଟଣା ଙ୍କୁ ନେଇ ହାଙ୍ଗାମା ସୃଷ୍ଟି ହୋଇଥିଲା l କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂବି l ଏହି ଟଙ୍କା ମିଳିବା ଘଟଣା ରେ ବିଜେପି ପକ୍ଷରୁ ହଂଗାମା ସୃଷ୍ଟି ହୋଇଥିଲା ରାଜ୍ୟସଭା ରେ ଶ୍ରୀ ମନୁ ସିଂ ଭି ଏହି ଟଙ୍କା

ଚାକିରୀ ଅପେକ୍ଷାରେ ୧୨ ଲକ୍ଷ ଯୁବକ,ଯୁବତୀ

ରାଜ୍ୟରେ ଉତ୍କଟ ହେଉଛି ବେକାରୀ ସମସ୍ୟା । ଚାକିରୀ ଅପେକ୍ଷାରେ ରହିଛନ୍ତି ୧୨ ଲକ୍ଷରୁ ଅଧିକ ଯୁବକ ଯୁବତୀ । କର୍ମ ନିଯୋଜନ ପୋର୍ଟାଲରେ ପଞ୍ଜିକରଣ କରିଛନ୍ତି ୧୨ ଲକ୍ଷ । ହେଲେ ନିଯୁକ୍ତି ପାଇଛନ୍ତି, ମାତ୍ର ୨ ହଜାର ୨ ଶହ ୭୪ । ତାଲିମ ନେଲେ ୧୮ ଲକ୍ଷ ହେଲେ

୪ଟା ଯାଏଁ ଗୃହ ମୁଲତବି

ପୁଣି ଗୃହ ୪ଟା ଯାଏ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ଶୂନ୍ୟକାଳରେ ପୁଣି ଉଠିଲା ପୋଲାଭରମ ପ୍ରସଙ୍ଗ ।   ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ବିଧାୟକଙ୍କ ନାରାବାଜି କରିଥିଲେ କଂଗ୍ରସ ବିଧାୟକ । ମୁଲତବି ପ୍ରସ୍ତାବ ଅଗ୍ରାହ୍ୟ ହେବାରୁ କଂଗ୍ରେସର ପ୍ରତିବାଦ । ପୋଲାଭରମ

ଉଦଘାଟିତ ହେଲା ଭୁବନେଶ୍ବର ନବନିର୍ମିତ ଜୁଡ଼ିସିଆଲ କମ୍ପେ୍ଲକ୍ସ, ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବର ନବନିର୍ମିତ ଜୁଡ଼ିସିଆଲ କମ୍ପେ୍ଲକ୍ସକୁ ଉଦଘାଟନ କରିଥିଲେ। ଉଦଘାଟନ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ଏବଂ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଉପସ୍ଥିତ ଥିଲେ। ଗୁରୁବାର ଉଦଘାଟିତ ହୋଇଥିବା ବିଚାର ବିଭାଗୀୟ

ଓଡ଼ିଶାରେ ବନ୍ଦ ହେବ ଗୋହତ୍ୟା

ଆସାମ ପରି ଓଡ଼ିଶାରେ ମଧ୍ୟ ଗୋମାଂସ ବନ୍ଦ ହେବ। ଗୋହତ୍ୟା ପାଇଁ ଆସିବ ଆଇନ। ଗୋ-ମାଂସ ଏବଂ ଗୋ-ଚାଲାଣ ମଧ୍ୟ ବନ୍ଦ ହେବ। ବିଭିନ୍ନ କ୍ଷେତ୍ରକୁ ବିଚାର କରି ଗୋ ହତ୍ୟା ରୋକିବାକୁ ପଦକ୍ଷେପ ନିଆଯାଉଛି । ଏନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି ।

ବିଧାନସଭାରେ ଆଦିବାସୀ ଜମି ହଡପ ପ୍ରସଙ୍ଗ

 ଆରମ୍ଭ ହୋଇଛି ବିଧାନସଭା । ଆଜି ପ୍ରଶ୍ନ କାଳରେ ଜାତି ଜନଜାତିଙ୍କୁ ନେଇ  ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ଭାସ୍କର ମଢେଇ , ସେ ପ୍ରଶ୍ନରେ କହିଛନ୍ତି ଆଦିବାସୀଙ୍କ ଜମି ହଡପ କରାଯାଇଛି । ସେହି ଜମିରେ ସରକାରୀ ଅନୁଷ୍ଠାନ ନିର୍ମାଣ କରାଯାଇଛି ,କିନ୍ତୁ ଏଠି ନା କାମ କରୁଛି ଆଇନ ହେଉଛି