୮୬କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ କୋରାପୁଟ ନୂଆ ବସ୍ଷ୍ଟାଣ୍ଡ
ବିପଦ ସଂକୁଳ ଅବସ୍ଥାରେ ରହିଛି ୩୦ବର୍ଷର କୋରାପୁଟ ବସ୍ଷ୍ଟାଣ୍ଡ। କୋଠା ଉପରୁ କେତେବେଳେ ଇଟା ଖସୁଛି ତ ଆଉକେବେ ସିମେଣ୍ଟ୍ ଖଣ୍ଡ। ଏହାର ପୁନଃରୁଦ୍ଧାର କିମ୍ବା ମରାମତି କି ପ୍ରସ୍ତାବିତ ନୂଆ ବସ୍ଷ୍ଟାଣ୍ଡ ଟର୍ମିନାଲ ନିର୍ମାଣ ଦିଗରେ ରାଜ୍ୟ ସରକାର ଗୁରୁତ୍ବ ଦେଉ ନଥିବା ବାରମ୍ବାର ଅଭିଯୋଗ!-->…
