ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା
ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିବେ ଜେପି ନଡ୍ଡା । କଟକରେ ଆୟୋଜିତ କାଯ୍ୟକ୍ରମରେ ସାମିଲ ହେବେ । କଟକ ବାଲିଯାତ୍ରା ତଳପଡିଆରେ କାଯ୍ୟକ୍ରମ ହେବ । ସୂଚନା ଥାଇ କି , ୭୦ ବର୍ଷରୁ କମ ବ୍ୟକ୍ତି ବିଶେଷଙ୍କୁ ଆୟୁଷ୍ମାନ!-->…
