ଚୋରା କୋଇଲା ଖଣି ଠାବ ପରେ ସ୍ପଞ୍ଜ ଆଇରନ, କୋଲ୍ ୱାସେରିରେ ଚଢ଼ଉ
ମହାନଦୀ କୋଲ ଫିଲ୍ଡ ଲିମିଡେଟ୍ (ଏମ୍ସିଏଲ୍) କ୍ଷେତ୍ର ଅଧୀନ ତେଲେନଡିହି ଜଙ୍ଗଲ, ରତନସରା ଓ ଭୋଗ୍ରାକଛାର ନିକଟ ନାଳରେ ଶତାଧିକ ଚୋରା କୋଇଲା ଖଣିରୁ ହଜାର ହଜାର ଟନ୍ କୋଇଲା ଚୋରାଚାଲାଣ ହେଉଥିବା ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ରାଜ୍ଯରେ ହଇଚଇ ସୃଷ୍ଟି ହୋଇଛି।
ଗତ ୫ ତାରିଖ!-->!-->!-->…
