Odia News Portal
Browsing Tag

swadhikar

ଅସହାୟ ନବୀନ, ଆତ୍ମରକ୍ଷା ମୁଦ୍ରାରେ ପାଣ୍ଡିଆନ: ଭୁଶୁଡ଼ୁଛି ବିଜେଡି, ଆକ୍ରୋଶରେ ନେତା-କର୍ମୀ

୨୪ବର୍ଷ ଶାସନ କାଳରେ କରିଥିବା ଅପକର୍ମ ଏବେ ବିଜେଡିକୁ ମହଙ୍ଗା ପଡ଼ୁଛି । ବିଜେଡିର ଅଘୋଷିତ ସର୍ବେସର୍ବ ଭିକେ ପାଣ୍ଡିଆନଙ୍କ ଗୋଟିଚାଳନା ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସହାୟତା ଯୋଗୁ ଦଳ ଭୁଶୁଡ଼ିବାରେ ଲାଗିଛି । ଦଳୀୟ ନେତା-କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଓ ଆକ୍ରୋଶ ଏବେ

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

ଖଣ୍ଡଗିରି ଅଞ୍ଚଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ଛାତରୁ ଖସି ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳୁଛି । ମୃତକ ଜଣଙ୍କ ହେଉଛନ୍ତି, ସଂକଳ୍ପ ମହାନ୍ତି । ସେ ଏକ ସାମ୍ବାଦିକ ଚ୍ୟାନେଲରେ ଡିଜିଟାଲ ସେଲଲରେ ମ୍ୟାନଜମେଣ୍ଟ ଟ୍ରେନି ଭାବରେ କାମ କରୁଥିଲେ । ମୃତ ଯୁବକଙ୍କ ବୟସ ପ୍ରାୟ

ଚଳିତ ବଜେଟକୁ ଐତିହାସିକ କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

ଚଳିତ ବଜେଟକୁ ଐତିହାସିକ କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଧାନସଭାରେ ଦେଖିବାକୁ ମିଳିଲା ଐତିହାସିକ ମୂହୁର୍ତ୍ତ । ରାତି ତମାମ ଚାଲିଲା ଗୃହ । ବିଧାନସଭାରେ ରହିଲେ ମୁଖ୍ୟମନ୍ତ୍ରୀ । ୧୨ ଘଣ୍ଟା ପରେ ଆଲୋଚନା ହେବା

ବଢ଼ିଲା ନରି ପଣ୍ଡାଙ୍କ ଅଡ଼ୁଆ, ପ୍ରଯୋଜକଙ୍କ ସହ ବିବାଦ ଭିତରେ ବଏକଟ୍‌ କଲା ଯାତ୍ରା ମାଲିକ ସଂଘ

ସମାଧାନ ବଦଳରେ ଅଡ଼ୁଆରେ ଫସୁଛି ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡା ଓ ପ୍ରଯୋଜକଙ୍କ ମଧ୍ୟରେ ବିବାଦ। କାରଣ ଶୁକ୍ରବାର ନରି ପଣ୍ଡାଙ୍କୁ ବଏକଟ କରିଛି ଯାତ୍ରା ମାଲିକା ସଂଘ। ଭୁବନେଶ୍ବର ଖଣ୍ଡଗିରିରେ ଯାତ୍ରା ମାଲିକ ସଂଘର ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସୂଚନାଥାଉକି,

ଆମ ଜୀବନ ଖୋଲା ବହି: ମନମୋହନ

ରାଜା ଚକ୍ର ପ୍ରସଙ୍ଗରେ ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ,ଆମ ଜୀବନ ଖୋଲୀ ବହି, ଆମ ନେତାଙ୍କ ଜୀବନ ବି ଖୋଲା । ଦଳର ଭାବମୃର୍ତ୍ତି ବହୁ ତ୍ୟାଗ ତପସ୍ୟା ପରେ ତିଆରି ହୋଇଛି । ଏମିତି ଦାୟିତ୍ୱହୀନ କଥା ଗଣମାଧ୍ୟମକୁ ନଆସୁ ।

୧୦୮ ଆମ୍ବୁଲାନ୍ସରେ ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ: ମହିଳା ଗୁରୁତର

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଚିକିନିବାହାଲି ଗ୍ରାମର ଜଣେ ଗର୍ଭବତୀ ମହିଳା ଆଜି ଦୁଇ ଯାଆଁଳା ଶିଶୁଙ୍କୁ ଜନ୍ମ ହେବା ପରେ ଅସୁସ୍ଥ ହୋଇପଡ଼ିଥିଲେ ମହିଳା। ପରେ ତାଙ୍କୁ ଟିଟିଲାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ମାଆଙ୍କ ସହ ଉଭୟ ଶିଶୁଙ୍କ ସ୍ଵାସ୍ଥ୍ୟାବସ୍ଥା

କିଛି ଖେଳ ହୋଇଛି: ବଦ୍ରି ପାତ୍ର

ବିଲ୍‌କୁ ବିରୋଧ କରିବାକୁ ସଭାପତି କହିଥିବା ମୁନା ଖାନ କହିଥିଲେ । ନବୀନ ବାବୁ ଏହାକୁ ବିରୋଧ କରିବାକୁ କହିବା ପରେ ଏଭଳଲି କେମିତି ହେଲା । ଏଭଳି କିଭଳି ହେଲା , କିଛି ଖେଳ ହେଇଛି । ଏହା ଚିନ୍ତାର ବିଷୟ । ଏମିତି ଖେଳ କିଏ କଲା ତାହା ଖୋଜା ଚାଲିଛି କହିଲେ

କାରାଗାରରେ ପରୀକ୍ଷା ଦେଲେ ୨୨ ନକ୍ସଲ

ଛତିଶଗଡ଼ ଅନ୍ତର୍ଗତ କାଙ୍କେର ଜିଲ୍ଲା କାରାଗାରରେ ବନ୍ଦୀ ଥିବା ୨୨ ଜଣ ନକ୍ସଲ କଏଦୀ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଉଛନ୍ତି। ଛତିଶଗଡ଼ ଷ୍ଟେଟ୍ ଓପନ୍ ସ୍କୁଲ ପକ୍ଷରୁ କଏଦୀମାନଙ୍କୁ ଶିକ୍ଷାର ସଚେତନତା ବୃଦ୍ଧି ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି । ଗତ ତିନି

ଆଗାମୀ କିଛି ଘଣ୍ଟାରେ କାଳବୈଶାଖୀ ସମ୍ଭାବନା

ଅସହ୍ୟ ତାତି ଭିତରେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ରାଜ୍ୟରେ ପାରଦ ଉପର  ମୁହାଁ ହୋଇଥିବା ବେଳେ ଏବେ କାଳବୈଶାଖୀ ବର୍ଷା ଆଶ୍ୱସ୍ତି ପ୍ରଦାନ କରିଛି ।  ଆଗାମୀ କିଛି ଘଣ୍ଟାରେ କାଳବୈଶାଖୀ ସମ୍ଭାବନା । ୭ ଜିଲ୍ଲାକୁ କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କେନ୍ଦୁଝର,

ନାରୀ ନିର୍ଯାତନା ନେଇ ଆନ୍ଦୋଳନ ଡାକରା ଦେଲା କଂଗ୍ରେସ

ନାରୀ ନିର୍ଯାତନା ନେଇ ଆନ୍ଦୋଳ ଡାକରା ଦେଲା କଂଗ୍ରେସ । ଏପ୍ରିଲ ୧୫ରେ ରାଜ୍ୟବ୍ୟାପୀ କଂଗ୍ରେସର ମଶାଲ ଶୋଭାଯାତ୍ରା ହେବ । ସମସ୍ତ ବ୍ଲକ ମୁଖ୍ୟାଳୟରେ ଶୋଭାଯାତ୍ରା କରିବ ଦଳ । ୩୧୫ ବ୍ଲକ ସମ୍ମୁଖରେ ପ୍ରତିବାଦ କରିବ ଦଳ । ୨୧ରେ ଜିଲ୍ଲାପାଳ ଅଫିସ ଘେରାଉ କରିବ କଂଗ୍ରେସ । ଏନେଇ ସୂଚନା