ମିଳିବନି ମାଗଣା ବିଜୁଳି: କେ.ଭି ସିଂହଦେଓ
ମିଳିବନି ମାଗଣା ବିଜୁଳି । ଏଣିକି ଆଉ ସରକାର ଦେବେନି ମାଗଣା ବିଜୁଳି । ୩୦୦ ୟୁନିଟ ମାଗଣା ବିଜୁଳି ମିଳିବ ନାହିଁ ା ଏନେଇ ଗୃହରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଉତ୍ତର ରଖିଛନ୍ତି । କହିଛନ୍ତି, ୩୦୦ ୟୁନିଟ ବିଜୁଳି ଦେବାର ଯୋଜନା ନାହିଁ । ନିର୍ୱାଚନରେ ୩୦୦ ୟୁନିଟ ମାଗଣା ବିଜୁଳି!-->…
