ବଜ୍ରାଘାତରେ ୩ ମୃତ
ବଜ୍ରାଘାତରେ ଗଲା ତିନି ଜଣଙ୍କ ଜୀବନ । ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ଅଞ୍ଚଳରେ ଘଟିଛି । ଏନେଇ ପରିବାରରେ ଶୋକାକୁଳ ପରିସ୍ଥିତି ଉପୁଜିଛି । ସୂଚନା ଥାଉକି, ମୌସୁମୀ ଦକ୍ଷିଣ ବଙ୍ଗୋପସାଗର,!-->…
